ଚେନ୍ନାଇ,୨୨।୪: ଏଣିକି ରେଳ ଧାରଣାରେ ଛିଡ଼ା ହୋଇ ସେଲ୍ଫି ନେଲେ ଦେବାକୁ ପଡ଼ିବ ୨ ହଜାର ଫାଇନ୍। ଚେନ୍ନାଇ ଦକ୍ଷିଣତଟ ରେଳବାଇ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି।…
ନୂଆଦିଲ୍ଲୀ,୨୨।୪: ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ କୋଇଲା ଅଭାବ ଯୋଗୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କଲାଣି। ବିଦ୍ୟୁତ୍ ଉତ୍ପାଦନ ହ୍ରାସ ଯୋଗୁ…
ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍ କଲ୍ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ ଥିବା…
ପ୍ରୟାଗରାଜ,୨୨ ।୪: ଡେରାଡୁନ ଉତ୍ତରାଖଣ୍ଡରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କାର ଯୋଗେ ଫେରୁଥିବା ନୈନି ନିବାସି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କର…
ଅହମଦାବାଦ,୨୨ା୪:ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ଗୁରୁବାର ସକାଳେ ଅହମଦାବାଦରେ ଅବତରଣ କରିବା ପରେ ସାବରମତିସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ…
ନୂଆଦିଲ୍ଲୀ,୨୨ ।୪: ରାଜଧାନୀ ଦିଲ୍ଲୀର ସମସ୍ତ ସରକାରୀ କରୋନା ଭ୍ୟାକ୍ସିନ ସେଣ୍ଟରରେ ୧୮-୫୯ ବର୍ଷ ବୟସର ସମସ୍ତ ଲାଭାର୍ଥୀଙ୍କୁ ମାଗଣାରେ ପ୍ରିକଶନାରୀ ଡୋଜ ମିଳିବ । ଏ…
ନୂଆଦିଲ୍ଲୀ,୨୧।୪: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିଭିନ୍ନ ରାଜ୍ୟରେ…
ନୂଆଦିଲ୍ଲୀ,୨୧।୪: ଦେଶରେ ଏବେ କୋଭିଡ୍ ସଂକ୍ରମଣ ବଢୁଛି। ଏହାରି ଭିତରେ ୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସବ୍ଜେକ୍ଟ ଏକ୍ସପର୍ଟ କମିଟି ପକ୍ଷରୁ…
ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ କୋଭିଡ୍ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି। ତେବେ ଡାକ୍ତରଖାନାର ଆଡ୍ମିଶନ କମ ରହିଥିବା ବେଳେ ୯୯% ଶଯ୍ୟା ଖାଲି ରହିଥିବା ଲୋକ ନାୟକ…
ଗାନ୍ଧୀନଗର,୨୧।୪: ଦେଶରେ ବୁଲଡୋଜରକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀ…