ମୁମ୍ବାଇ,୧୪।୧୦: ଚାରିଚକିଆ ଗାଡିରେ ବସୁଥିଲେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନଭେମ୍ବର ୨ ତାରିଖରୁ ଏହି ନିୟମକୁ କଡାକଡି ପାଳନ କରିବାକୁ ମୁମ୍ବାଇ ପୋଲିସ ଶୁକ୍ରବାର ବିଜ୍ଞପ୍ତି…
ନୂଆଦିଲ୍ଲୀ,୧୪ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ ଦେବା ଅବସରରେ ନାନା ଘୋଷଣା କରି ପକାଇଛନ୍ତି । ସେ…
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ…
ନୂଆଦିଲ୍ଲୀ,୧୪।୧୦: ଦୀପାବଳି ଅର୍ଥାତ୍ ଆସନ୍ତା ୨୪ ତାରିଖ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ। ଶୁକ୍ରବାର ଗୁଜୁରାଟ, ହିମାଚଳ ପ୍ରଦେଶର ନିର୍ବାଚନ କାର୍ଯ୍ୟସୂଚୀ…
ନୂଆଦିଲ୍ଲୀ,୧୪।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ୬୮ଟି ଆସନ…
ମକ୍କା,୧୪।୧୦: ହଜ୍ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି ବିନା…
ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୭୮ ନୂଆ କରୋନା…
ଗୁଆହାଟୀ,୧୪।୧୦: କେନ୍ଦ୍ର ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ଶୁକ୍ରବାର ତାଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯାଇଛି। ପୂର୍ବରୁ ତାଙ୍କ ଜେଡ୍ ସୁରକ୍ଷା…
ନୂଆଦିଲ୍ଲୀ,୧୪।୧୦: ସମଗ୍ର ଦେଶରେ ଗୁରୁବାର କରଓ୍ବାଚୌଥ ପର୍ବ ଧୂମଧାମରେ ପାଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ କରଓ୍ବାଚୌଥ…
ଚଣ୍ଡିଗଡ଼,୧୪।୧୦: ହରିଆଣା ରୋହତକର ସୁନାରିଆ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚାସୌଦାର ଗୁରୁ ଗୁରମୀତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ପାଇଁ ଅନୁମତି ମିଳିଛି। ତେବେ…