ଜାତୀୟ

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା…

3 years ago

ଦୈନିକ ସଂକ୍ରମଣ-ସକ୍ରିୟ ମାମଲା ତଳ ମୁହାଁ…

ନୂଆଦିଲ୍ଲୀ, ୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

3 years ago

ଲେଭାନା ହୋଟେଲ ଅଗ୍ନିକାଣ୍ଡ ଘଟଣା: ୧୯ ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୧୧ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ହଜରତଗଞ୍ଜରେ ଥିବା ଲେଭାନା ହୋଟେଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

3 years ago

ମୁସେଓ୍ବାଲା ହତ୍ୟା ମାମଲା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ମୋହାଲି,୧୧ା୯: ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ସମ୍ପୃକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧ଟି ଆଗ୍ନେୟାସ୍ତ୍ର ଜବତ ହୋଇଛି।…

3 years ago

ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ ଓହରିଯାଇଛି।…

3 years ago

ରାଜସ୍ଥାନ ନାଁ କର୍ତ୍ତବ୍ୟ ସ୍ଥାନ ହେଉ: ଥରୁର

ନୂଆଦିଲ୍ଲୀ,୧୧ା୯: କେନ୍ଦ୍ର ସରକାର ନୂଆଦିଲ୍ଲୀ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଛନ୍ତି। ରାଜପଥ ଭାରତର ଦାସତ୍ୱର ପ୍ରତୀକ ଥିଲା, ଯାହା ଏବେ ଇତିହାସ ହେଲା ବୋଲି…

3 years ago

ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୯: ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୂର୍ବତନ…

3 years ago

ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଲେ ଭକ୍ତ

ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮ ବର୍ଷୀୟ…

3 years ago

କୋଲକାତା ବ୍ୟବସାୟୀଙ୍କ ଘରୁ ୧୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ/କୋଲକାତା,୧୧ା୯: ମୋବାଇଲ ଗେମିଂ ଆପ୍‌ ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋଲକାତାର ୬ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟବସାୟୀ ଆମିର ଖାନ୍‌ଙ୍କ…

3 years ago

ଭାରତରୁ ବହୁ କୋଟି ଲୁଟିଛନ୍ତି ଚାଇନିଜ୍‌

ନୂଆଦିଲ୍ଲୀ,୧୧ା୯: ଚାଇନାର ଆର୍ଥତ୍କ ଆକ୍ରମଣ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି। ଆର୍ଥତ୍କ ଗୋଇନ୍ଦା ସଂସ୍ଥା (ଏଫ୍‌ଆଇୟୁ) ଆଖିରେ ଧୂଳି ଦେଇ ଚାଇନା ନାଗରିକ ବେଆଇନ ଭାବେ ଅନେକ…

3 years ago