ନୂଆଦିଲ୍ଲୀ,୨୦।୧: ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଡବ୍ଲ୍ୟୁ) ଦେଶର ୧୭ଟି ରାଜ୍ୟରୁ ୫୬ଜଣ ପିଲାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛି।…
ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶର ସହାରନପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ପ୍ରାୟ ୭.୪୩ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୯ ଥିବା…
ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା…
ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ…
କୋଲକାତା,୨୧ ।୧: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପୁଣିଥରେ ପଥରମାଡ ହୋଇଛି । ଘଟଣା ଦାଲକୋଲା ଷ୍ଟେଶନରେ ଶୁକ୍ରବାର ଯେତେବେଳେ ନୂଆ ହାୱଡା-ନ୍ୟୁ ଜଲପାଇଗୁଡି ବନ୍ଦେ…
ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର କରିବା…
ନୂଆଦିଲ୍ଲୀ,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦେଲ ଫତ୍ତାହ ଏଲ୍-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଭାରତର ସାଧାରଣତନ୍ତ୍ର…
ନୂଆଦିଲ୍ଲୀ,୨୧।୧: ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଗାଡ଼ିରେ ଘୋଷାଡ଼ିନେବା ଘଟଣା ଗତ କିଛିଦିନ ହେଲା ବାରମ୍ବାର ଘଟିଚାଲିଛି। ବେଙ୍ଗାଲୁରୁରେ ଶୁକ୍ରବାର ଜଣେ ମହିଳା ତାଙ୍କ କାର୍ ବନେଟରେ ଜଣେ…
ନୂଆଦିଲ୍ଲୀ,୨୧।୧(ପି.ଟି.): ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଆବେଦନଗୁଡ଼ିକ ଶୁଣାଣି…
ନୂଆଦିଲ୍ଲୀ,୨୧।୧(ପି.ଟି.): ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ପୀଠ…