ଜାତୀୟ

ଗୟାରେ କରୋନା ବିସ୍ଫୋରଣ

ପାଟଣା,୨୬।୧୨: ବିହାରର ଗୟାରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ଏକାସାଙ୍ଗରେ ୪ଜଣ ବିଦେଶୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆର୍‌ଟିପିସିଆର୍‌ ଟେଷ୍ଟରେ ଏନେଇ ଜଣାପଡ଼ିବା ପରେ ସମସ୍ତଙ୍କୁ…

3 years ago

ଭିତରେ ବିଷ, ବାହାରେ ସମ୍ମାନ କହି ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ…

3 years ago

୨୭ ପର୍ଯ୍ୟନ୍ତ ମାଙ୍ଗାଲୁରୁରେ ୧୪୪

ବେଙ୍ଗାଲୁରୁ,୨୬।୧୨: କର୍ନାଟକ ମାଙ୍ଗାଲୁରୁର କାଟିପାଲ୍ଲାରେ ଜଣେ ୪୫ ବର୍ଷୀୟ ଯୁବକଙ୍କ ହତ୍ୟା ପରେ ସୁରାଧକାଲ, ବାଜପେଳ କଭୁର ଏବଂ ପାନାମ୍ବୁର ଅଞ୍ଚଳରେ ଜିଲାପାଳ ୧୪୪ ଧାରା ଜାରି…

3 years ago

ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ୍‌ ଛଡାଇ ନେବାରୁ ଆତ୍ମହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୨୬।୧୨: ଆଜିକାଲି ଅନଲାଇନ ଗେମ ଖେଳିବା ଅନେକ ପିଲାଙ୍କ ଅଭ୍ୟାସରେ ପରିଣତ ହୋଇଛି। ଗେମ୍‌ ଖେଳିବାରେ ପିଲାମାନେ ଏତେ ମଜ୍ଜି ଯାନ୍ତି ଯେ,ସେମାନେ ଅନ୍ୟ କିଛି ବୁଝନ୍ତି…

3 years ago

ଅର୍ଥମନ୍ତ୍ରୀ ଏମ୍ସରେ ଭର୍ତ୍ତି…

ନୂଆଦିଲ୍ଲୀ,୨୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଇଛି ଯେ ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ ୱାର୍ଡରେ ରଖାଯାଇଛି। ୬୩…

3 years ago

ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…

ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ ତାଙ୍କ…

3 years ago

ବିହାରରେ ୪ ବିଦେଶୀ ପର୍ଯ୍ୟଟକ କରୋନା ଚିହ୍ନଟ

ପାଟନା,୨୬।୧୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ଗୟାରେ ଏକାଠି ହୋଇଥିବା ଭକ୍ତଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବର ୨୩ରେ, ଗୟାକୁ…

3 years ago

ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ

ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ ଯାଞ୍ଚ…

3 years ago

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ ମାମଲାରେ…

3 years ago

ସୀମା ବିବାଦର ସମାଧାନ କର, ନହେଲେ ଗାଦି ଛାଡ, ବିରୋଧୀଙ୍କ ପ୍ରଦର୍ଶନ…

ନାଗପୁର,୨୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏନେଇ ବିରୋଧୀ ଦଳର ନେତାମାନେ ସୋମବାର ନାଗପୁରରେ ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରର ବିରୋଧୀ…

3 years ago