ଜାତୀୟ

ମାନହାନି ମାମଲା: ଝାଡଖଣ୍ଡ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି

ରାଞ୍ଚି,୪।୭: ମାନହାନି ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ…

3 years ago

ଆଫଗାନିସ୍ତାନ ପ୍ରସଙ୍ଗ-ଆତଙ୍କବାଦ ବିରୋଧରେ ଲଢ଼େଇ ଏସସିଓର ମୁଖ୍ୟ ପ୍ରସଙ୍ଗ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ହୋଇଛି। ଏହିବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ, ପାକିସ୍ଥାନ, ଇରାନ, ରୁଷିଆ…

3 years ago

ବୁଲା ପଶୁଙ୍କ ପ୍ରତି ମାନବିକତା ଦେଖାଇବାକୁ ଟୁଇଟ୍‌ କରି ନିବେଦନ କଲେ ରତନ ଟାଟା

ନୂଆଦିଲ୍ଲୀ,୪।୭: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଟୁଇଟ ମାଧ୍ୟମରେ ଏକ ଅପିଲ କରିଛନ୍ତି। ଏହି ଟୁଇଟରେ ସେ ବର୍ଷା ଋତୁରେ ମୁମ୍ବାଇ ରାସ୍ତାରେ…

3 years ago

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ,୪।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।…

3 years ago

ଅନେକ ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କଲା ଭାଜପା: ପଞ୍ଜାବର ସୁନୀଲ ଜାଖଡ, ତେଲଙ୍ଗାନାର କିଶନ ରେଡ୍ଡୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏସବୁ ମଧ୍ୟରେ ମଙ୍ଗଳବାର ଭାଜପା…

3 years ago

୭-୮ ଜୁଲାଇରେ ୪ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୭ ଏବଂ ୮ ତାରିଖରେ ୪ ଟି ରାଜ୍ୟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଛତିଶଗଡ, ଉତ୍ତରପ୍ରଦେଶ, ତେଲଙ୍ଗାନା ଏବଂ…

3 years ago

ୟୁସିସି ଲାଗୁ ହେବାର ସମୟ ଆସି ଗଲାଣି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୪।୭ : ଉପରାଷ୍ଟ୍ରପତି ଜଗଦୀପ ଧନଷ୍ଟକର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଧାନକର କହିଛନ୍ତି ୟୁସିସି ଲାଗୁ କରିବା ପାଇଁ…

3 years ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୦ ଆହତ

ମୁମ୍ବାଇ, ୪।୭: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।…

3 years ago

ଏସସିଓ ବୈଠକରେ ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି, କହିଲେ କେତେକ ଦେଶ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକର ଆୟୋଜନ କରିଛନ୍ତି। ରୁଷିଆ ଏବଂ ଚାଇନା ସମେତ ଏସସିଓ ସଦସ୍ୟ ଦେଶମାନେ ପ୍ରାୟତଃ ଅନୁଷ୍ଠିତ…

3 years ago

ସୁପ୍ରିମକୋର୍ଟରୁ ଏଲଜିଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୪।୭: ଆମ ଆଦମୀ ପାର୍ଟି ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଅଧିକାର ଯୁଦ୍ଧରେ ଏଏପି ପୁଣି ଥରେ ଜିତିଛି। ସୁପ୍ରିମକୋର୍ଟଙ୍କଠାରୁ ଉପରାଜ୍ୟପାଳଙ୍କୁ ଏକ ବଡ଼…

3 years ago