ଜାତୀୟ

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୯: ଜମ୍ମୁ-କଶ୍ମୀରର ରିୟାସି ଜିଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ…

3 years ago

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

3 years ago

ସେପ୍ଟେମ୍ବର ୧୬କୁ ହାଇଦ୍ରାବାଦରେ ହେବ କଂଗ୍ରେସର ପ୍ରଥମ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪୧୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲ୍ୟୁସି) ର ଏକ ବୈଠକ ଡାକିଛନ୍ତି ଏବଂ ପରଦିନ…

3 years ago

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ,୪।୯: ଭିସ୍ତାରା ଏୟାରଲାଇନ୍ସ ଜଣେ ଦୃଷ୍ଟିହୀନ ମହିଳା ଯାତ୍ରୀଙ୍କୁ…

3 years ago

ଷ୍ଟାଲିନଙ୍କ ସପକ୍ଷରେ ବାହାରିଲେ ଖାର୍ଗେଙ୍କ ପୁଅ: କହିଲେ, ଯେଉଁ ଧର୍ମରେ ସମାନତା ନାହିଁ ତାହା ଏକ ରୋଗ ଭଳି

ବେଙ୍ଗାଲୁରୁ,୪।୯: ତାମିଲନାଡୁ ଡିଏମକେ ସରକାରର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ସେ ସନାତନ ଧର୍ମ…

3 years ago

ଚନ୍ଦ୍ରୟାନ-୩ ସଫଳତାର ସହ ଅବତରଣ କରିଛି, କିନ୍ତୁ ରାହୁଲୟାନ ଏପର୍ଯ୍ୟନ୍ତ ଲଞ୍ଚ୍‌ କରାଯାଇନାହିଁ: ରାଜନାଥ

ଜୟପୁର,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଏକ ନgିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରୟାନ-୩ ସଫଳତାର ସହ…

3 years ago

ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ପଦକ୍ଷେପ, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୁଆହାଟୀ,୪।୯: ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା କରିଛନ୍ତି। ପଶୁପାଳନ ଏବଂ…

3 years ago

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ବଡ଼ ଝଟକା

ଭୋପାଳ,୪ା୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ୬ ଭାଜପା ନେତାଙ୍କ ସମେତ ବିଭିନ୍ନ ଦଳର ମୋଟ ୯ ବିଧାୟକ କଂଗ୍ରେସରେ…

3 years ago

ସ୍ଲିପ୍‌ ମୋଡରେ ବିକ୍ରମ ଲ୍ୟାଣ୍ଡର୍‌, ୨୨ ସେପ୍ଟେମ୍ବରରେ ସକ୍ରିୟ ହେବା ନେଇ ଆଶା

ନୂଆଦିଲ୍ଲୀ,୪।୯: ଭାରତର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍‌ ମୋଡରେ ରହିଛି। ସୋମବାର ଇସ୍ରୋ ଏହି ସୂଚନା ଦେଇଛି। ତେବେ ଏହା ୨୨ ସେପ୍ଟେମ୍ବରରେ ସକ୍ରିୟ ହେବ…

3 years ago

ସଂସଦୀୟ ଦଳର ବୈଠକ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୪।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ଡାକିଛନ୍ତି। ଏହାପୂର୍ବରୁ ସୋନିଆଙ୍କୁ ସାମାନ୍ୟ ଜ୍ୱର ପରେ…

3 years ago