ଜାତୀୟ

ଲଦାଖ ମାଗିଲା ରାଜ୍ୟ ମାନ୍ୟତା: ୪ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୫।୨: ରାଜ୍ୟ ମାନ୍ୟତା ସମେତ ୪ ଦାବି ନେଇ ଲଦାଖରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ଅନ୍ୟ ଦାବି ମଧ୍ୟରେ ରହିଛି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଲଦାଖକୁ…

3 years ago

ମଣିଷ ନୁହେଁ…ପ୍ରଥମେ ଏହି ମହିଳା ରୋବର୍ଟକୁ ମହାକାଶକୁ ପଠାଇବ ଇସ୍ରୋ!

ନୂଆଦିଲ୍ଲୀ,୪।୨: ଭାରତୀୟ ମହିଳା ରୋବଟ ମହାକାଶଚାରୀ-ଭୋମିମିତ୍ରା (Vyommitra) ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ! ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ଭୋମିମିତ୍ରାର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

3 years ago

୬ରେ ବିଧାନସଭାରେ ଆଗତ ହୋଇପାରେ ୟୁସିସି ବିଲ୍‌

ଡେରାଡୁନ୍‌,୪।୨: ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ରବିବାର ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି।…

3 years ago

ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ…

3 years ago

ବିରୋଧୀ ରାଜନୀତିର ସେଣ୍ଟର ହେଲାଣି ହାଇଦ୍ରାବାଦ! ଫେରିଲେ ଝାଡ଼ଖଣ୍ଡ ବିଧାୟକ, ପହଞ୍ଚିଲେ ବିହାର କଂଗ୍ରେସ ଏମଏଲଏ

ହାଇଦ୍ରାବାଦ,୪।୨: ଗୋଟିଏ ପଟେ ଝାଡ଼ଖଣ୍ଡରେ ଶାସକ ମିଳିତ ମଞ୍ଚର ବିଧାୟକମାନେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ପଟେ ବିହାରର କଂଗ୍ରେସ ବିଧାୟକମାନେ ୧୨ ଫେବୃଆରୀରେ ଟ୍ରଷ୍ଟ ଭୋଟ…

3 years ago

ୟୁସିସି ଡ୍ରାଫ୍ଟକୁ କ୍ୟାବିନେଟରେ ସବୁଜ ସଙ୍କେତ, ଫେବୃଆରୀ ୬ରେ ବିଲ ଆସେମ୍ଲିରେ ହୋଇପାରେ ଉପସ୍ଥାପନ

ଡେରାଡୁନ,୪।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି। ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଡ୍ରାଫ୍ଟ…

3 years ago

ଫ୍ଲୋର ଟେଷ୍ଟ ପୂର୍ବରୁ ଚମ୍ପାଇ ସୋରେନଙ୍କୁ ବଡ ଝଟ୍‌କା

ରାଞ୍ଚି,୪।୨: ସୋମବାର ରାଞ୍ଚି ବିଧାନସଭାରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସଂଖ୍ୟାଗରିଷ୍ଠତା ହାସଲ କରିବେ। ଗୋଟିଏ ପଟେ ବିଧାୟକମାନଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ମନିପୁଲେସନ…

3 years ago

Video: “ଯଦି ତୁମର ସ୍ତ୍ରୀ ତୁମ ଉପରେ ଚିଲାଉଛନ୍ତି…”: ରିଲେସନସିପନ ପରାମର୍ଶ ଦେଲେ ଅସଦୁଦ୍ଦିନ ଓୱାଇସି

ନୂଆଦିଲ୍ଲୀ, ୪।୨: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓୱାଇସି ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଷୟରେ ପୁରୁଷମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନିଜ ସ୍ତ୍ରୀ ଉପରେ…

3 years ago

ସିଟ ଶେୟାରିଂକୁ ନେଇ ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୪।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଉପରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି…

3 years ago

ମୋତେ ଭାଜପାରେ ସାମିଲ ହେବାକୁ ବାଧ୍ୟ କରାଯାଉଛି: କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ ନେଇ ବଡ଼ ଦାବି କରିଛନ୍ତି। ତାଙ୍କୁ ଭାଜପାରେ ସାମିଲ ହେବା ଲାଗି…

3 years ago