ଜାତୀୟ

ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି…

2 years ago

ଇଣ୍ଡିଆ ମେଣ୍ଟରେ ଫାଟ, ଅଖିଳେଶଙ୍କ ପ୍ରସ୍ତାବ ମାନୁ ନାହାନ୍ତି ସହଯୋଗୀ

ନୂଆଦିଲ୍ଲୀ,୩୦।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ର ସହଯୋଗୀ କଂଗ୍ରେସ ଏବଂ ଆରଏଲଡି ରାଜ୍ୟର ୮୦ଟି ଲୋକ ସଭା ଆସନ ମଧ୍ୟରୁ ୧୮ ଟି ପ୍ରଦାନ କରିବାର…

2 years ago

କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୩୦।୧: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର (ଜାନୁଆରୀ ୨୯)ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡିର ଏକ ଟିମ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ…

2 years ago

ଉତ୍ତର ପ୍ରଦେଶ ସମେତ ୧୫ ରାଜ୍ୟର ୫୬ ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ

ନୂଆଦିଲ୍ଲୀ,୩୦।୧:ନିର୍ବାଚନ କମିଶନ ୧୫ ଟି ରାଜ୍ୟରେ ୫୬ ଟି ରାଜ୍ୟ ସଭା ଆସନ ପାଇଁ ନିବର୍ର୍ାଚନ ସୂଚୀ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧୦ ଟି ଆସନ…

2 years ago

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ

ଚଣ୍ଡିଗଡ଼,୨୯।୧: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍‌ଓ୍ବାରରେ ସାମିଲ ଥିଲେ।…

2 years ago

ରାହୁଲଙ୍କ ଏହି ପଦିଏ କଥା ନୀତୀଶଙ୍କୁ ଲାଗିଥିଲା ଖରାପ, ସେହି ଦିନ ହିଁ ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇଥିଲେ ନିଷ୍ପତ୍ତି

ପାଟନା,୨୯।୧: ବିହାର ରାଜନୀତି ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ରବିବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଭାଜପାରେ ଯୋଗ ଦେଇ୯ମ…

2 years ago

ଜମି ବଦଳରେ ଚାକିରି ଦେବା ମାମଲା: ଲାଲୁଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କଲା ଇଡି

ପାଟନା,୨୯।୧: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡି ପଚରାଉଚରା ଶେଷ ହୋଇଛି। ଇଡି ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ପଚରାଉଚରା ବେଳେ ଆରଜେଡି…

2 years ago

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ।…

2 years ago

ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଜିତନ୍ତି ତେବେ ଏହା ଦେଶର ଶେଷ…

2 years ago

ଦିଲ୍ଲୀ ସରକାର ଆଣିଲେ ନୂଆ ଯୋଜନା: ଯେତେ ବିଦ୍ୟୁତ୍‌ ଖର୍ଚ୍ଚ କଲେ ବି ବିଲ ଆସିବ ଶୂନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜଧାନୀରେ ସୋଲାର ପଲିସି ୨୦୨୪ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସମ୍ପୂର୍ଣ୍ଣ ଯୋଜନା…

2 years ago