ଜାତୀୟ

ଭାଜପା ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ

ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍‌ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର…

2 years ago

ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍‌ଲିମ ଲିଗ୍‌ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ…

2 years ago

ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁ ମଣିପୁରର ସ୍ଥିତି ସୁଧୁରିଲା: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁଁ ମଣିପୁରର ସ୍ଥିତି ସୁଧୁରିଛି। "ମୁଁ ସଂସଦରେ ଏହା…

2 years ago

ପାକ୍ ସହ ମିଳିତ ବିବୃତ୍ତିରେ କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମର୍ଥନ କଲା ସାଉଦି ଆରବ

ନୂଆଦିଲ୍ଲୀ,୮ା୪: ଜମ୍ମୁ-କଶ୍ମୀର ମାମଲାରେ ଭାରତ ସମର୍ଥନରେ ମତ ଦେଇଛି ସାଉଦୀ ଆରବ। ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ଥିବା ବିବାଦର ସମାଧାନ…

2 years ago

କମ୍ପାନୀ କ୍ୟାଣ୍ଟିନରେ ମିଳୁଥିବା ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ, ପଥର, ତମାଖୁ

ପୁନେ,୮।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପୁଣେର ଏକ ପ୍ରତିଷ୍ଠିତ କମ୍ପାନୀର କ୍ୟାଣ୍ଟିନରେ ପରିବେଷିତ ସିଙ୍ଗଡ଼ାରୁ କଣ୍ଡୋମ, ପଥର, ତମାଖୁ, ଏବଂ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ବାହାରିଥିବା ସ୍ଥାନୀୟ…

2 years ago

ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ

ବେଙ୍ଗାଲୁରୁ,୮ା୪ ବିରୋଧୀ ଦଳ ଅଶୋକ ଚକ୍ର ସଦୃଶ ପ୍ରତିକ ବ୍ୟବହାର କରୁଥିବା ନେଇ ସୋସିଆଲ ମିଡିଆରେ ମାଳଦ୍ୱୀପର ପୂର୍ବତନ ମନ୍ତ୍ରୀ ମାରିୟାମ ଶିଉନା କରିଥିବା ପୋଷ୍ଟକୁ ନେଇ…

2 years ago

ରାମ ନବମୀରେ ୪ ମିନିଟ ପର୍ଯ୍ୟନ୍ତ ହେବ ରାମଲାଲାଙ୍କ ସୂର୍ଯ୍ୟ ତିଲକ

ଅଯୋଧ୍ୟା,୮।୪: ଅଯୋଧ୍ୟାରେ ରାମ ନବମୀ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏଥର ରାମ ନବମୀ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ଐତିହାସିକ ହେବ, ଯେଉଁଥିପାଇଁ ବର୍ତ୍ତମାନ ରାମ…

2 years ago

ଭୀମ ଆର୍ମି ଚିଫ ଚନ୍ଦ୍ରଶେଖରଙ୍କ ନାଁରେ ସବୁଠାରୁ ଅଧିକ ମାମଲା ରହିଛି: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୮।୪: ଉତ୍ତରପ୍ରଦେଶର ନାଗିନା ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖରଙ୍କ ବିରୋଧରେ ସାରା ଦେଶରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ…

2 years ago

‘ପଶ୍ଚିମବଙ୍ଗରେ ନମ୍ବର-୧, ସାଉଥରେ କରିବ କମାଲ,’ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ଶୁଣି ଭାଜପା କ୍ୟାମ୍ପରେ ଖୁସିର ଲହରୀ

ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରବିବାର (ଏପ୍ରିଲ ୭) ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜର…

2 years ago

କଙ୍ଗନାଙ୍କୁ ଟକ୍କର ଦେବେ ପ୍ରିୟଙ୍କା!

ନୂଆଦିଲ୍ଲୀ,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଏହି ନିଷ୍ପତ୍ତି ପରେ ରାଜନୀତି ହୋଇଛି…

2 years ago