ନୂଆଦିଲ୍ଲୀ, ୫।୬: ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ପ୍ରାୟ ଅଢେଇ ଦଶନ୍ଧି ଧରି ସଂଖ୍ୟାଗରିଷ୍ଠ ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର…
ପାଟନା,୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର (୫ ଜୁନ) ରେ ଦିଲ୍ଲୀ ଯିବେ। ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ସେ ଏଥିରେ ଭାଗ ନେବେ।…
ଅମରାବତୀ, ୫ା୬:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍ ପାର୍ଟି (ଟିଡିପି) ବଡ଼ ବିଜୟ ହାସଲ କରିଛି। ଏଥର ଟିଡିପି ଭାଜପା ଏବଂ…
ନୂଆଦିଲ୍ଲୀ,୫।୬: ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ…
ନୂଆଦିଲ୍ଲୀ,୫।୬: ଓଡ଼ିଶାରେ ଭାଜପା ୨୧ ଲୋକ ସଭା ଆସନରୁ ୨୦ଟି ଆସନ ପାଇଥିବା ବେଳେ ବିଧାନସଭାରେ ୧୪୭ ଆସନ ମଧ୍ୟରୁ ଏକାକୀ ୭୮ ଆସନ ପାଇ ବହୁମତ…
କୋଲକାତା,୫।୬:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍ ଭାଜପାର ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରିଛି। ତାଙ୍କ ଜଲଓ୍ବା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଫିକା ପଡ଼ିଯାଇଛି।…
ନୂଆଦିଲ୍ଲୀ,୫।୬: ‘୪୦୦ ପାର୍’ ନାରା, କିନ୍ତୁ ଜନାଦେଶ ୩୦୦ ଆସନ ତଳେ। ସଦ୍ୟ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ…
ନୂଆଦିଲ୍ଲୀ,୫।୬:୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ଏନଡିଏ ପକ୍ଷରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି।…
ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ…
ଏଥର ନିର୍ବାଚନରେ ୪୦୦ ପାର୍ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି। ତେଣୁ…