ଜାତୀୟ

୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ମହିଳାମାନଙ୍କ ପାଇଁ ରହିଛି। ୨୦୨୩ ଅଗଷ୍ଟ ୧୫…

2 years ago

ଲୋକ ସଭା ନିର୍ବାଚନ ପରେ ଉପ ନିର୍ବାଚନରେ ବି ମମତାଙ୍କ ଦବଦବା, ୪ ବିଧାନସଭା ଆସନରେ ଟିଏମସି ଆଗରେ

କୋଲକାତା,୧୩।୭: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏଥର ଦଳ ବିଧାନସଭା ଉପ-ନିର୍ବାଚନରେ…

2 years ago

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍‌ରିଓ୍ବାଲ! ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ…

2 years ago

ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ…

2 years ago

୪୩,୪୦୯ ଜାଲ୍‌ ଡିଗ୍ରୀ

ଜୟପୁର,୧୩ା୭: ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍‌ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ବୀକୃତି…

2 years ago

୭ ହାଇକୋର୍ଟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୭: ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍‌ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର…

2 years ago

୧୦ ବର୍ଷ ହେଲା ପ୍ରତିଦିନ ସମ୍ବିଧାନ ହତ୍ୟା ଦିବସ ମନାଉଛନ୍ତି ସରକାର, କେନ୍ଦ୍ର ଉପରେ ଗର୍ଜିଲେ ବିରୋଧୀ

ନୂଆଦିଲ୍ଲୀ,୧୨।୭: ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ସମ୍ବିଧାନକୁ ନେଇ ଆରୋପ ପ୍ରତ୍ୟାରୋପ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଶୁକ୍ରବାର ସମ୍ବିଧାନ ହତ୍ୟା…

2 years ago

ଖୁବଶୀଘ୍ର କଂଗ୍ରେସରେ ବିଲୟ ହେବ ବିଆରଏସ୍‌, ତେଲଙ୍ଗାନା ବିଧାୟକଙ୍କ ବଡ ଦାବି

ନୂଆଦିଲ୍ଲୀ,୧୨।୭: ତେଲଙ୍ଗାନା କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାନମ ନାଗେନ୍ଦ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦଳ ବିଷୟରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ଦେଶର…

2 years ago

ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ

କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ…

2 years ago

ବିହାର ପଲଟିକ୍ସରେ ପାଓ୍ବାରଫୁଲ ଏହି ଓଡ଼ିଶା ଆଇଏଏସ, ହୋଇପାରନ୍ତି ନୀତିଶଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୭: ଓଡ଼ିଶା ପରି ବିହାର ରାଜନୀତିରେ ପାଓ୍ବାର ପ୍ଲେ। ଓଡ଼ିଶାରେ ନବୀନ ସରକାର ଥିବାବେଳେ ଯେମିତି ଆଇଏଏସଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା ଏବେ ମଧ୍ୟ ସମାନ ଘଟଣା…

2 years ago