ମେଟ୍ରୋ

ଆଗକୁ ତାତି ବଢ଼ିବ: ହୋଲିରେ ଡ଼ହଡ଼ହ ଖରା

ଭୁବନେଶ୍ୱର,୨୫।୩: ଆଗକୁ ଆହୁରି ତାତି ବଢ଼ିବ। ବର୍ତ୍ତମାନ ରାଜ୍ୟରେ ଅଧିକାଂଶ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବାବେଳେ ଆଗକୁ ଆହୁରି ବଢ଼ିବ। ହୋଲିରେ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା…

ବାଦ୍‌ ପଡ଼ିଥିବା ୩ ଲୋକ ସଭା ଆସନରୁ କିଏ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କୁ ନେଇ ଉତ୍କଣ୍ଠା ସେତିକି ବଢ଼ୁଛି। ରବିବାର ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ରାଜ୍ୟରେ ୨୧ଟି ମଧ୍ୟରୁ ୧୮ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ହେଲେ…

ବିଜେଡି, କଂଗ୍ରେସ ପ୍ରାର୍ଥୀ ତାଲିକା: କାହାକୁ ମିଳିବ ଟିକେଟ୍‌ କିଏ ପଡ଼ିବେ ବାଦ୍‌

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଭାଜପାର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ନଜର ରହିଛି । ଏଥିରେ କାହାକୁ ଟିକେଟ୍‌ ମିଳବ କିଏ ବାଦ୍‌ ପଡ଼ିବେ ତାହାଉପରେ ନଜର…

ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ପୂର୍ବରୁ କୁହାଯାଉଥିଲା, ପ୍ରଦେଶ କଂଗ୍ରେସ…

ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର,ସମ୍ବିତ: କହିଲେ… 

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେବାପରେ ସୋମବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  । ସେ ସକାଳେ ସ୍ତ୍ରୀ ମୁର୍ଦଳା ଠାକୁରଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି…

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି।…

 ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୀ-ସାର୍ଥକର ହୋଲି କାର୍ଯ୍ୟକ୍ରମ ବେଶ୍‌ ସ୍ମରଣୀୟ ହେବ। ଏପରିକି ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତର ଦର୍ଶକମାନେ ଚଳିତ ବର୍ଷ ହୋଲିରେ ୩ ଘଣ୍ଟାର ଏ ନିଆରା କାହାଣୀ ଦେଖିବାକୁ ପାଇବେ। ଯେଉଁଥିରେ ଜୀ-ସାର୍ଥକର…

ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ ନିଲମ୍ବନ କରିଥିବା ଏକ ପ୍ରେସ୍‌ପିଟ୍‌ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା…

କମିଶନରେଟ ପୋଲିସ ହାତରେ କୋଟିପତି ଲୁଟେରା; ନଗଦ ୨୧ ଲକ୍ଷ ଟଙ୍କା, ୭ କେଜି ରୁପା, ସୁନା ଅଳଙ୍କାର ଜବତ

ଭୁବନେଶ୍ୱର,୨୪।୩: ଗତ ଏକ ବର୍ଷ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କଳାକନା ବୁଲାଇଥିବା ହାଇ ପ୍ରୋଫାଇଲ୍ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ ପୋଲିସ। ଅଭିଯୁକ୍ତ ପର୍ଶୁରାମ ଗିରି ଏକାକୀ ଚୋରି କରୁଥିଲେ ଏବଂ ଅଧିକାଂଶ ସମୟରେ ପରିତ୍ୟକ୍ତ ଘର ଗୁଡ଼ିକୁ ଟାର୍ଗେଟ…

ଆଜି ଘୋଷଣା ହୋଇପାରେ ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାର ୧୪୬ ବିଧାନସଭା, ୨୧ ଲୋକସଭା…

ଭୁବନେଶ୍ୱର,୨୪।୩: ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ଘୋଷଣା କରି ପାରେ। ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ପ୍ରାଥୀଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ…

କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏଥିରେ ବି ଓଡ଼ିଶାର ପ୍ରାର୍ଥୀଙ୍କ …

ଭୁବନେଶ୍ୱର,୨୪।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ତେବେ କେବଳ ଓଡ଼ିଶା…

ଶଙ୍ଖ ଭବନରେ ମକରନ୍ଦ, ବିଜେଡିରେ ଯୋଗ ଦେବାକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୩: ରବିବାର ଶଙ୍ଖ ଭବନରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି। ସେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ନିର୍ବାଚନ ଜିତିଥିଲେ। ବିଧାୟକ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri