ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!
ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଗତକାଲି 5T ଅଧ୍ୟକ୍ଷ...
ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା
ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ...
ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା
ଭୁବନେଶ୍ୱର, ୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳର ମଧ୍ୟଭାଗ ଓ ଉପରଭାଗ ମଧ୍ୟରେ ଏକ ନିମ୍ନ ଚାପରେଖା...
ଘୁଞ୍ଚିଲା ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଏଥର ଆସିବକି ଓଡ଼ିଶାର ପ୍ରାର୍ଥୀଙ୍କ ନାଁ
ଭୁବନେଶ୍ୱର,୨୦।୩ : ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଘୁଞ୍ଚିଛି । ଆସନ୍ତା ୨୨ ତାରିଖରେ ବୈଠକ ହେବ ବୋଲି ସୂଚନା ମିଳିଛି । ୨୨ ତାରିଖରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥର ପ୍ରାର୍ଥୀ ତାଲିକାରେ...
ସୁରେଶ ରାଉତରାୟ ପାଳିଲେ ପଖାଳ ଦିବସ: ବର୍ଷାରେ ବି ଖାଇଲେ
ଭୁବନେଶ୍ୱର,୨୦।୩: ଆଜି ବିଶ୍ୱ ପଖାଳ ଦିବସ । ଆଜିର ଦିନରେ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ ମଜା ନେବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ମାତ୍ର ଲାଗି ରହିଥିବା ବର୍ଷା ଲାଗି ପଖାଳ ଦିବସ ଫିକା ପଡ଼ିଛି। ଏହି ପାଗରେ...
ମେଣ୍ଟ ଉପରେ ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କିଛି ବି…
ନୂଆଦିଲ୍ଲୀ/ ଭୁବନେଶ୍ୱର,୨୦।୩: ବିଜେଡି-ଭାଜପା ମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହି ସମୟରେ ମେଣ୍ଟ ପ୍ରସଙ୍ଗ ଉପରେ ଭାଜପା ସ୍ବରାଷ୍ଟ୍ର ମନ୍ତ୍ରୀ...
ବିଜେଡିରେ ସାମିଲ ହେଲେ ଖଡିଆଳ ବିଧାୟକ ଅଧିରାଜ
ଭୁବନେଶ୍ୱର,୨୦।୩: ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ପହଞ୍ଚି ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଅଧିରାଜ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତଥର ଖଡିଆଳରୁ କଂଗ୍ରେସ...
ବର୍ଷା ଆଣିଲା ଆଶ୍ୱସ୍ତି
ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ମଙ୍ଗଳବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହିତ ଜୋର୍ରେ ବର୍ଷା ହୋଇଛି। ୭.୧ ମିମି ବର୍ଷା ହୋଇଥିବା ପାଣିପାଗ...
ବିଏମ୍ସି ନିୟମ ମାନୁନାହାନ୍ତି କବାଡ଼ିଆ
ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): କବାଡ଼ିଆଙ୍କ କବ୍ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କର ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍ସିର ତାଗିଦାକୁ ମଧ୍ୟ ଖାତିର କରୁନାହାନ୍ତି। ପୂର୍ବରୁ ଏନେଇ ବିଏମ୍ସି ଏବଂ କବାଡ଼ିଆବାଲାଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ...
ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ
ଭୁବନେଶ୍ୱର,୨୦।୩(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ମଙ୍ଗଳବାର ରାତିରେ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋଗ୍ରାଫର ଗାଡ଼ିର ଡ୍ରାଇଭରଙ୍କୁ କେତେଜଣ ଅସମାଜିକ ଯୁବକ ଆକ୍ରମଣ ଓ ଗାଳିଗୁଲଜ କରିଛନ୍ତି। ଯୁବକଙ୍କ ଆକ୍ରମଣରେ ଡ୍ରାଇଭର ଆହତ ହୋଇଛନ୍ତି। ତେବେ...
ଦିଲ୍ଲୀରେ ଡେରା ପକାଇଛନ୍ତି ଭାଜପା ରାଜ୍ୟ ନେତା
ଭୁବନେଶ୍ୱର, ୨୦।୩(ସୁନିତ୍ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଭିନ୍ନ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ...
ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ
ଉଚ୍ଚଶିକ୍ଷିତ ସାଙ୍ଗକୁ ବ୍ୟବସାୟିକ ବାତାବରଣ ମଧ୍ୟରେ ଜୀବନ ଅତିବାହିତ କରିଥିବାବେଳେ ରେଭେନ୍ଶା ମହାବିଦ୍ୟାଳୟ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ)ରୁ ବାଣିଜ୍ୟରେ ସ୍ନାତକ ଏବଂ ସିମ୍ବୋସିସ୍ ପୁନେରୁ ସେ ଏମ୍ବିଏରେ ମ୍ୟାନେଜମେଣ୍ଟ ଶିକ୍ଷା ଶେଷ କରିଛନ୍ତି। ଏପରିକି ପାରିବାରିକ ବ୍ୟବସାୟ ଓ ପରିବାରର ଆବଶ୍ୟକତାକୁ...
Archives


