ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏତିକି ଆସନ ଜିତିବ ବିଜେଡି: ପାଣ୍ଡିଆନ
ଭୁବନେଶ୍ୱର,୧୪।୫: ସୋମବାର ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ପାଇଁ ମତଦାନ ସରିଛି। ତେବେ ୨୮ ଆସନରୁ ବିଜେଡି ୨୪ ଆସନରେ ବିଜୟୀ ହେବ ବୋଲି ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ...
ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍ଫୁସ୍ରେ ଲାଗିଛି ଆଘାତ
ଭୁବନେଶ୍ୱର,୧୪।୫: ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହେବାରୁ ଚିକିତ୍ସା ପାଇଁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପଞ୍ଜରା ହାଡ ଏବଂ...
୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୪।୫(ଅସମାପିକା ସାହୁ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଗତବର୍ଷ ମଧ୍ୟ ଏହି ସମୟରେ ଏସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ...
୨ ପ୍ରିଜାଇଡିଂ ଅଫିସର୍ଙ୍କୁ ସସ୍ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ ୧୬୩ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଇଛନ୍ତି...
ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍
ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ଥିବା ବେଳେ ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବେ ଖାର୍ଗେ। ଏନେଇ...
ନିର୍ବାଚନ ପରିଚାଳନାରେ ତ୍ରୁଟି: ସସ୍ପେଣ୍ଡ ହେଲେ ୨ ପୋଲିଂ ଅଫିସର
ଭୁବନେଶ୍ୱର,୧୩।୫: ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲା ନର୍ଲାର ଏକ ବୁଥରେ ନିୟୋଜିତ ତେଜାଂଶୁ ସାହୁ ଓ ଗଞ୍ଜାମ ଜିଲାରେ ଜଣେ ପୋଲିଂ ଅଧିକାରୀ। ମୁଖ୍ୟ ନିର୍ବାଚନ...
ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ
ଭୁବନେଶ୍ୱର,୧୩ା୫: ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିବା ନିର୍ବାଚନ କମିଶନ ଆପ୍ରୁ ଜଣାପଡ଼ିଛି। ସେହିପରି। ମୋହନାରେ ୨୧.୪୭% ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ ୨୧.୫୦%, ନର୍ଲା ୨୬.୪୬%,...
ଭୋଟ୍ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୧୩ା୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ...
ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ
ଭୁବନେଶ୍ୱର,୧୩ା୫: ସୋମବାର ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତେବେ ସକାଳ ୯ଟା ସୁଦ୍ଧା ମୋଟ୍ ୯.୨୫ ପ୍ରତିଶତ ମତଦାନ ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଗଜପତିରେ ୧୦.୨୦ ପ୍ରତିଶତ ମତଦାନ ହୋଇଥିବା ବେଳେ ନୂଆପଡ଼ାରେ ୯.୯୮%,...
ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେଉଛି। ଗଣତନ୍ତ୍ରର ଏହି...
ନିର୍ବାଚନ ପାଇଁ ୧୭ ହଜାର ପୋଲିସ
ଭୁବନେଶ୍ୱର,୧୩।୫(ସତ୍ୟଜିତ୍ ରାଉତ): ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ୯ ଜିଲାରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କର ୧୭ ହଜାର ପୋଲିସ ନିୟୋଜିତ ହୋଇଛନ୍ତି। ବିଶେଷକରି ମାଓବାଦୀ...
ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଜାଣନ୍ତୁ କେଉଁଠି ମତଦାନ…
ଭୁବନେଶ୍ୱର,୧୩।୫(ଅସମାପିକା ସାହୁ): ଓଡ଼ିଶାରେ ପ୍ରଥମ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ...
Archives


