ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍ ସାଜିଲେ ଏହି ବ୍ୟକ୍ତି
ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା...
‘ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ଥର ଦେଖା କରିବାକୁ ଚାହୁୁଁଛି’
ଭୁବନେଶ୍ୱର, ୫।୬: ଓଡ଼ିଶାରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ଏହି ସମୟରେ ବ୍ରହ୍ମପୁର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଗୋଟିଏ ଥର...
କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?
ଭୁବନେଶ୍ୱର,୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ...
ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ
ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ...
ଦଳର ପରାଜୟ ପରେ ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ
ଭୁବନେଶ୍ୱର, ୫।୬: ଦଳର ପରାଜୟ ପରେ ନବୀନ ନିବାସରେ ପ୍ରମୁଖ ବିଜେଡି ନେତାଙ୍କ ଭିଡ଼ ରହିଛି। ନବୀନ ନିବାସରେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ଏବଂ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍ଙ୍କୁ ଟ୍ରୋଲ୍
ଭୁବନେଶ୍ୱର,୪।୬(ଶର୍ମିଷ୍ଠା ପାଣିଗ୍ରାହୀ)-ଓଡ଼ିଶା ରାଜନୀତି ଇତିହାସରେ ଲେଖା ହେବ ଏକ ନୂଆ ଆରମ୍ଭ। ଦୀର୍ଘ ୨୪ବର୍ଷର ଶାସନ ପରେ ବିଜୁ ଜନତା ଦଳ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନର ଅନ୍ତ ଘଟିଛି। ଭାଜପା ଆଶା କରି ନଥିବା ଫଳ...
୨୪ ବର୍ଷ ପରେ ପ୍ରଥମ ଥର ହାରିଲେ ନବୀନ
ଭୁବନେଶ୍ୱର/ ହିଞ୍ଜିଳିକାଟୁ /ବଲାଙ୍ଗୀର/କଣ୍ଟାବାଞ୍ଝି (ଅନିଲ ଦାସ/ଦ୍ୱିତୀକୃଷ୍ଣ ପଣ୍ଡା/ବୀରେନ୍ଦ୍ର କୁମାର ଝାଙ୍କର/ଗୁରୁଦୟାଲ ହଂସ) ୫ା୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜିତ ହୋଇଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସେ ହାରି ଯାଇଛନ୍ତି।...
ରାଜନୀତିରୁ ସନ୍ୟାସ ନେଲେ ପଟ୍ଟନାୟକ, କଲେ ବଡ଼ ଘୋଷଣା
ଭୁବନେଶ୍ୱର,୫।୬: ରାଜନୀତିରୁ ସନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। କଂଗ୍ରେସ ଟିକେଟରୁ ଭଣ୍ଡାରିପୋଖରୀରୁ ଲଢି ପରାସ୍ତ ହେବର ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ‘ଚଳିତ ନିର୍ବାଚନବେଳେ...
ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ: ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, ୫।୬: ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ଓଡ଼ିଶାବାସୀ, ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି।...
ଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲା
ଭୁବନେଶ୍ୱର,୫ା୬(ଅନିଲ ଦାସ):ଦୀର୍ଘ ୨୪ ବର୍ଷ ବିଜେଡି ଶାସନର ଦୁର୍ଗ ଭୁଶଡ଼ି ପଡ଼ିଛି। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଭାବେ ଭାଜପା ଲୋକ ସଭାରେ ୧୯ ଓ ବିଧାନସଭାରେ ୭୮ ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଷମତା ଦଖଲ କରିଛି। ବିଜେଡିକୁ ବିଧାନସଭାରେ ମାତ୍ର...
୨ ପୁଅ ହାରିବା ପରେ ମୁଁହ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା
ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ ନିର୍ବାଚନରେ ହାରିଯାଇଛନ୍ତି। ମନ୍ମଥ ଭୁବନେଶ୍ୱର ଲୋକ ସଭା ଆସନରୁ ପରାସ୍ତ ହୋଇଥିବାବେଳେ...
ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ
ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏହି ଗଡ଼କୁ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛନ୍ତି।...
Archives


