ବିଜୁଙ୍କୁ ଜେଲ୍ରେ ପୂରାଇଥିଲା କଂଗ୍ରେସ, ନବୀନଙ୍କୁ ପଚାରନ୍ତୁ; ଏମିତି କାହିଁକି କହିଲେ ନଡ୍ଡା
ଭୁବନେଶ୍ୱର,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର କରିଛି। ଦେଶର ୫୭% ଭୂଭାଗରେ…
ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ…
ଭୁବନେଶ୍ୱର,୧୯।୮: ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ଚିହିଁକିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ଭର୍ତ୍ତୃହରଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। ଅଳିଆ ସଫା ଉପାଖ୍ୟାନରେ କାହାକୁ ଇଙ୍ଗିତ କରିଛନ୍ତି, ତାଙ୍କ…
ଅବପାତରେ ପରିଣତ ହେଲା ଲଘୁଚାପ; ୪ ଜିଲାକୁ ରେଡ୍ ଓ୍ବାର୍ନିଂ
ଭୁବନେଶ୍ୱର,୧୯।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିମି ଦୂରରେ ଏବଂ ଗୋପାଳପୁରରୁ ପୂର୍ବରେ ୧୩୦ କିମି ଦୂରରେ ଏବେ ଅବପାତ ରହିଛି। ଆସନ୍ତା କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ…
ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ
ଭୁବନେଶ୍ୱର,୧୯।୭: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁ ଶୁକ୍ରବାର ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍ ଇନ୍ ହେଉଥିବା ସେ ପ୍ରକାଶ କରିଛନ୍ତି।…
ରତ୍ନଭଣ୍ଡାରକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୯।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ରତ୍ନଭଣ୍ଡାର ଖୋଲିଲୁ। ଆଗକୁ ମଣତି ଓ ଗଣତି କରାଯିବ। ଏଥିସହ ବଳଭଦ୍ର ପଡ଼ିଥିବା…
ଜାଣନ୍ତୁ କଣ ମିଳିଲା ରତ୍ନଭଣ୍ଡାରରୁ
ପୁରୀ, ୧୯।୭: ରତ୍ନଭଣ୍ଡାରରୁ ଯୁଦ୍ଧ ସାମଗ୍ରୀ ମିଳିଛି। ଏହି ସାମଗ୍ରୀ ରାଜରାଜୁଡ଼ା ଅମଳର ବୋଲି ଜଣାପଡ଼ିଛି। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା…
ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ବଡ଼ ଆଶ୍ୱସ୍ତି: ହାଇକେର୍ଟରୁ ମିଳିଲା ଆଗୁଆ ଜାମିନ
ଭୁବନେଶ୍ୱର,୧୯।୭: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକେର୍ଟରୁ ରଘୁନନ୍ଦନଙ୍କୁ ଆଗୁଆ ଜାମିନ ମିଳଛି । ଜଣେ ମହିଳା ଖବରଦାତାଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ରଘୁନନ୍ଦନଙ୍କ ନାଁରେ କ୍ୟାପିଟାଲ…
ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ପହଞ୍ଚିଲେ ଜେପି ନଡ୍ଡା
ଭୁବନେଶ୍ବର,୧୯।୭: ଭୁବନେଶ୍ବରରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୁରୀରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡା ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ…
୪ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା
ଭୁବନେଶ୍ୱର,୧୯।୭: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଯାଉଛି। ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି…
ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ
ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ,…
ପିଏମ୍ କିଷାନ ନିଧି ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ସାମିଲ କରାଯାଉ: କଂଗ୍ରେସ
ଭୁବନେଶ୍ୱର, ୧୯।୭(ସୁନିତ୍ ମିଶ୍ର):ନିକଟରେ ରାଜ୍ୟ ସରକାର ପିଏମ୍ କିଷାନ ନିଧି ଯୋଜନାରେ ଅଧିକ ୬ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୮ରେ ବରଗଡ଼ରେ ପିଏମ୍ କିଷାନର ୧୭ତମ କିସ୍ତି ବଣ୍ଟନ ଉତ୍ସବରେ…
ଶ୍ରୀୟାସ୍ମିତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ଭୁବନେଶ୍ୱର, ୧୯।୭(ସୁନିତ୍ ମିଶ୍ର):କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ବିରୋଧରେ ଲାଗିଥିବା ନିଲମ୍ବନ ଆଦେଶକୁ ଗୁରୁବାର ପ୍ରତ୍ୟାହାର କରିନିଆଯାଇଛି। ଶ୍ରୀୟାସ୍ମିତାଙ୍କ ଅନୁରୋଧ ଏବଂ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଆବେଦନକ୍ରମେ ଦଳର ହାଇକମାଣ୍ଡ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିବା…
Archives


