ଆଶଙ୍କାରେ ଲେକ୍ ନ୍ୟୁଟ୍ରାଲ୍
ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍ ନଂ. ୧୦ରେ ଲେକ୍ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ...
ଆରମ୍ଭ ହୋଇପାରିଲାନି ଏକାଧିକ ପ୍ରକଳ୍ପ
ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘୧୦୦ ସ୍ମାର୍ଟିସିଟି ମିଶନ୍’ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାର ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ...
କିଏ ହେବେ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ: ତର୍ଜମା କରିବେ ଏହି ୨ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର,୯।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି କୁହାଯାଉଛି। ଏସବୁ ଭିତରେ...
ମୋଦିଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଲେ ଓଡ଼ିଶାର ୩ ଏମ୍ପି: ଜାଣନ୍ତୁ କିଏ କିଏ…
ନୂଆଦିଲ୍ଲୀ,୯।୬: ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଆଗକୁ୍ କ’ଣ କରିବେ ପାଣ୍ଡିଆନ୍ ? ଖୋଲାଖୋଲି କହିଦେଲେ ନିଜ ମନର କଥା
ଭୁବନେଶ୍ୱର,୯।୬: ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି କାତ୍ତିକ। ରାଜନୀତି ଛାଡି ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କହିଥିବା କଥା...
କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍: ନିଜେ କଲେ ଖୁଲାସା
ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ...
ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…
ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ...
ହାତଯୋଡ଼ି ବିଜୁ ପରିବାରକୁ କ୍ଷମା ମାଗିଲେ ପାଣ୍ଡିଆନ
ଭୁବନେଶ୍ୱର,୯ା୬: କାର୍ତ୍ତିକ ପାଣ୍ଡିଆନ ରବିବାର ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ସେ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ମୋ’ ପାଇଁ ବିଜୁ ଜନତା ଦଳ ବହୁତ କ୍ଷତି ସହିଛି।...
ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ
ଭୁବନେଶ୍ୱର,୯।୬: ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ତଥା ବିଜୁ...
ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀଙ୍କ ଇସ୍ତଫା
ଭୁବନେଶ୍ୱର, ୭।୬: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି। ଆଇଏମ୍ଏସ୍ଏମ୍ଇ ବିଭାଗକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ୨ ଥର...
ଆସିଲା ନିର୍ଦ୍ଦେଶ, ଏହି ଦିନ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ
ଭୁବନେଶ୍ୱର, ୯।୬: ରାଜ୍ୟରେ ଗ୍ରୀଷ୍ମ ଛୁଟି ସରି ଆସୁଥିବାବେଳେ ଆସନ୍ତା ୧୭ ତାରିଖରୁ ସ୍କୁଲ ଖୋଲିବ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ...
ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର କନ୍ଧମାଳ ଲୋକ ସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇ ଆଉ ରାଜନୀତି କରିବେ ନାହିଁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି।...
Archives


