ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ: ସାଧାରଣ ଲୋକଙ୍କ ପାଇଁ ହୋଇପାରେ ବଡ଼…
ଭୁବନେଶ୍ୱର,୧୨।୭: ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଶୁକ୍ରବାର ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ...
ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୋଲିସ
ଭୁବନେଶ୍ୱର,୧୨।୭: ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ ଜେରା କରିଛି। ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା...
ରାସନ କାର୍ଡ: କିଏ କଟିବେ କିଏ ପାଇବେ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୧୨।୭: ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ...
ଆଗପଛ ହୋଇ ଆସୁଛି ୨ ଲଘୁଚାପ: ୧୩ ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୨।୭: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଆଗପଛ ହୋଇ ଦାନା ବାନ୍ଧିପାରେ। ଏହା ପ୍ରଭାବରେ ବର୍ଷା ବଢ଼ିବା ନେଇ ସମ୍ଭାବନା ରହିଛି। ତେବେ ଆସନ୍ତା ୧୩ ତାରିଖରୁ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ...
ହିତାଧିକାରୀଙ୍କୁ ମାସିକ ଭତ୍ତା ୩ହଜାର ଟଙ୍କା ମିଳିବ ନା ନାହିଁ, ଜାଣନ୍ତୁ ….
ଭୁବନେଶ୍ୱର,୧୨।୭: ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡିଛି। ନିର୍ବାଚନ ପୂର୍ବରୁ...
ଭାଜପାକୁ ଶକ୍ତିଶାଳୀ କରିବାକୁ ଏମିତି ପଦକ୍ଷେପ ନେଲେ ମନମୋହନ
ଭୁବନେଶ୍ୱର/ ବ୍ରହ୍ମପୁର, ୧୨।୭(ସୁନିତ୍ ମିଶ୍ର/ନରସିଂହ ସାହୁ):ଭାଜପା ମିଡିଆ ବିଭାଗକୁ ଅଧିକ ଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଟି. ଗୋପୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ବୁଧବାର ଏସମ୍ପର୍କରେ ଏକ...
ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ
ଭୁବନେଶ୍ୱର, ୧୨।୭(ସୁନିତ୍ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି...
୬ ମାସରେ ୩୬ କୋଟିର ଠକେଇ
ଭୁବନେଶ୍ୱର,୧୨ା୭(ସତ୍ୟଜିତ୍ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ...
ଧରିତ୍ରୀରେ ଖବର ପ୍ରକାଶ ପରେ ବଦଳିଲା ଛେନାପୋଡ଼ ତଥ୍ୟ, ଆରିସା ପିଠା ଗାଏବ
ଭୁବନେଶ୍ୱର,୧୨ା୭(ଶର୍ମିଷ୍ଠା ପାଣିଗ୍ରାହୀ): ଖାଦ୍ୟ ଡେଲିଭରି ଆପ୍ ଜୋମାଟୋରେ ଛେନାପୋଡ଼ ଓ ଆରିସା ପିଠା ବେଙ୍ଗଲର ବୋଲି ଲେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ମଙ୍ଗଳବାର ୯...
ରାଜ୍ୟରେ ୫୦୦ମୁହାଁ ଡେଙ୍ଗୁ
ଭୁବନେଶ୍ୱର,୧୨ା୭(ଅସମାପିକା ସାହୁ): ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାସକରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି। ଗତ ମାସ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଳିଥିବା ସୂଚନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫...
ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର,୧୧।୭: ଆଡ଼ପ ପହଣ୍ଡି ଅଘଟଣ ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ...
ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଲେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୧।୭: ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ଭାଜପା ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ଭତ୍ତା...
Archives


