ମେଟ୍ରୋ

୪ ଜିଲାକୁ ରେଡ୍‌, ୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୦ା୭(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୦ କିମି ଏବଂ ଗୋପାଳପୁର ଓ ପାରାଦୀପଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା...

ରାଜ୍ୟ ସଭାରେ ଘେରିବ ବିଜେଡି, ନବୀନଙ୍କ ସ୍ବତନ୍ତ୍ର ରଣନୀତି

ଭୁବନେଶ୍ୱର,୧୯।୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି। ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା...

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୧୯।୭: ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଜୁଲାଇ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏଣୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା...

ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ ଆଉ ଏବେ ମିଳିଲା ବଡ଼ ପଦବୀ, ଜାଣନ୍ତୁ ପୀତାମ୍ବର ଆଚାର୍ଯ୍ୟଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ୱର,୧୯।୭: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।...

ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ, ଏବେ ଆଡଭୋକେଟ ଜେନେରାଲ ଭାବେ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କଲେ ସରକାର

ଭୁବନେଶ୍ୱର,୧୯।୭: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର।ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ...

ବସିଲା ବିଜେଡିର ସଂସଦୀୟ ଦଳ ବୈଠକ, ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୯।୭: ବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି। ନବୀନ ନିବାସରେ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ବୈଠକ ବସିଛି। ବୈଠକରେ ରାଜ୍ୟସଭା ଏମପିମାନେ ଉପସ୍ଥିତ ଅଛନ୍ତି । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ...

ବିଜୁଙ୍କୁ ଜେଲ୍‌ରେ ପୂରାଇଥିଲା କଂଗ୍ରେସ, ନବୀନଙ୍କୁ ପଚାରନ୍ତୁ; ଏମିତି କାହିଁକି କହିଲେ ନଡ୍ଡା

ଭୁବନେଶ୍ୱର,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର କରିଛି। ଦେଶର ୫୭%...

ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ…

ଭୁବନେଶ୍ୱର,୧୯।୮: ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ଚିହିଁକିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ଭର୍ତ୍ତୃହରଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। ଅଳିଆ ସଫା ଉପାଖ୍ୟାନରେ କାହାକୁ ଇଙ୍ଗିତ କରିଛନ୍ତି,...

ଅବପାତରେ ପରିଣତ ହେଲା ଲଘୁଚାପ; ୪ ଜିଲାକୁ ରେଡ୍ ଓ୍ବାର୍ନିଂ

ଭୁବନେଶ୍ୱର,୧୯।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିମି ଦୂରରେ ଏବଂ ଗୋପାଳପୁରରୁ ପୂର୍ବରେ ୧୩୦ କିମି ଦୂରରେ ଏବେ ଅବପାତ ରହିଛି। ଆସନ୍ତା କାଲି ସକାଳ ସୁଦ୍ଧା...

ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ

ଭୁବନେଶ୍ୱର,୧୯।୭: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁ ଶୁକ୍ରବାର ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଥିବା ସେ ପ୍ରକାଶ...

ରତ୍ନଭଣ୍ଡାରକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୯।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ରତ୍ନଭଣ୍ଡାର ଖୋଲିଲୁ। ଆଗକୁ ମଣତି ଓ ଗଣତି କରାଯିବ। ଏଥିସହ ବଳଭଦ୍ର...

ଜାଣନ୍ତୁ କଣ ମିଳିଲା ରତ୍ନଭଣ୍ଡାରରୁ

ପୁରୀ, ୧୯।୭: ରତ୍ନଭଣ୍ଡାରରୁ ଯୁଦ୍ଧ ସାମଗ୍ରୀ ମିଳିଛି। ଏହି ସାମଗ୍ରୀ ରାଜରାଜୁଡ଼ା ଅମଳର ବୋଲି ଜଣାପଡ଼ିଛି। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ  ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri