ମେଟ୍ରୋ

୪ ଯାଏ ରହିବ ଶୁଖିଲା ପାଗ

ଭୁବନେଶ୍ୱର,୩ା୯(ଅନୁରାଧା ମହାରଣା): ମନସୁନ୍‌ ଟ୍ରଫ୍‌ ଲାଇନ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ବ୍ୟାପିଛି। ସେହିପରି ଆସନ୍ତା ୫ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ନୂଆଁଖାଇରେ ସିଏମ୍‌ କିଷାନର ପ୍ରଥମ କିସ୍ତି

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ,...

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛି ଭିଜିଲାନ୍ସ: ଦୁଇ ମାସରେ ଜବତ ହେଲାଣି ୪ କେଜି ସୁନା, ୧୯୬ ପ୍ଲଟ୍

ଭୁବନେଶ୍ୱର,୨।୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ବିଭାଗ ଏହାର ଡ୍ରାଇଭକୁ ଜୋରଦାର କରିଛି ଏବଂ ଏପର୍ଯ୍ୟନ୍ତ ଏହା ୮ ଟି ପ୍ରଥମ ଶ୍ରେଣୀ ଅଧିକାରୀ, ୨ ଦ୍ୱିତୀୟ ଶ୍ରେଣୀ ଅଧିକାରୀ...

ସାବତ ପୁଅକୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨।୯: ସାବତ ପୁଅକୁ ହତ୍ୟା କରିଥିବା ପିଶାଚ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍। ମାର୍ଚ୍ଚ ୧୧, ୨୦୧୯ ରେ ରାଜଧାନୀ ମଞ୍ଚେଶ୍ୱର ଅଂଚଳର ମୁଣ୍ଡାସାହି ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ପାଖରୁ ମିଳିଥିବା...

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ: ଶିକ୍ଷା, ସ୍ୱାସ୍ଥ୍ୟରେ ସର୍ବାଧିକ

ଭୁବନେଶ୍ୱର,୨।୯: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର...

ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨।୯: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ଅର୍ଥାତ୍‌ ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସିବେ...

ଉନ୍ମୋଚନ ହେଲା ‘ସୁଭଦ୍ରା ପୋର୍ଟାଲ’: ମିଳିବ ‘ସୁଭଦ୍ରା ଯୋଜନା’ର ସବୁକିଛି ସୂଚନା

ଭୁବନେଶ୍ୱର,୨।୯: ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ...

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ଆର୍‌ ବି ଆଇ ଗଭର୍ନର, କହିଲେ …

ଭୁବନେଶ୍ୱର,୨।୯: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ଉଭୟ...

ଓଡ଼ିଶାରେ ପ୍ରତିଷ୍ଠା ହେବ ନାହିଁ କି ହାଇକୋର୍ଟ ବେଞ୍ଚ, କାହିଁକି ଏମିତି କହିଲେ….

ଭୁବନେଶ୍ୱର,୨।୯: ଓଡ଼ିଶାରେ ପ୍ରତିଷ୍ଠା ହୋଇ ନ ପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି । କହିଛନ୍ତି, ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓ କୌଣସି...

ତାଳ ନେଲା ଛୁଆହାତୀର ଜୀବନ, ଜାଣନ୍ତୁ କିପରି..

ଭୁବନେଶ୍ବର,୨।୯: ବଲାଙ୍ଗୀର ଜିଲା ଦେଓଗାଁରୁ ଏକ ଅସୁସ୍ଥ ଛୁଆ ହାତୀକୁ ଭୁବନେଶ୍ୱରସ୍ଥିତ ଚନ୍ଦକା ହାତୀ ଅଭୟାରଣ୍ୟକୁ ଆଣାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ହାତୀଛୁଆର ମୃତ୍ୟୁ ଘଟିଥିଲା। ସୋମବାର ହାତୀ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ହାତୀ...

୩ ବର୍ଷରେ ୧୭ ୭୫୮ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯: ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩ ବର୍ଷରେ ମୋଟ ୧୭ ହଜାର ୭୫୮...

ନବୀନ ପଟ୍ଟନାୟକଙ୍କ ଅଞ୍ଚଳରେ ୨୪ ବର୍ଷରେ ଘଟିଛି ୧୦୦ ହତ୍ୟା, କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯:ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ପରେ ଶୂନ୍ୟ କାଳରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖିଛନ୍ତି। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଞ୍ଚଳରେ ଘଟିଛି ଶହେ ହତ୍ୟା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri