ମେଟ୍ରୋ

ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି…

ଭୁବନେଶ୍ୱର,୩୧।୧୨: ଓସିଏ ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ପରେ ଏବେ ନୂଆ ସଭାପତିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଓସିଏ ସଭାପତି ଦୌଡ଼ରେ ଏବେ ମୁଖ୍ୟତଃ ତିନି ନାଁକୁ ନେଇ ଚର୍ଚ୍ଚା ହେଉଛି । ସେମାନେ ହେଲେ ଓସିଏ...

ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି: ଯାଇପାରିବେ ଲୋକସେବା ଭବନ

ଭୁବନେଶ୍ୱର,୩୧।୧୨: ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି, ଯାଇପାରିବେ ଲୋକସେବା ଭବନ । ପୂର୍ବ ସରକାର କୋଭିଡ୍‌ ଆଳ ଦେଖାଇ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କୁ ଯିବାକୁ ବାରଣ କରିଥିଲେ। କୋଭିଡ କଟକଣା ଉଠିଲା, ମାତ୍ର ଲୋକସେବା ଭବନ ଭିତରକୁ ପ୍ରବେଶ...

ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ଏହି ଦିନ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ଯିବ ୫୦୦୦ ଟଙ୍କା

ଭୁବନେଶ୍ୱର,୩୧।୧୨: ନୂଆବର୍ଷରେ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଶୁଭାରମ୍ଭ ହେବ। ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ୫ ହଜାର ଟଙ୍କା। ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବେ । ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ...

ନବବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୩୧ା୧୨(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବେ କୌଣସି ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ବୋଲି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ...

ଆକାଶରେ ଦିଶିବନି ‘କଳା ଜହ୍ନ’: ୩୧ ରାତିରେ ଧଳା ବଙ୍କୁଲି ଭଳି ଦେଖାଯିବ ଜହ୍ନ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ଡିସେମ୍ବର ୩୧ ଆକାଶରେ ତଥାକଥିତ ‘କଳା ଜହ୍ନ’ ଦେଖାଯିବ ନାହିଁ। ତେଣୁ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ‘କଳା ଜହ୍ନ’ କଥା ଠିକ୍‌ ନୁହେଁ। ସବୁ ଅମାବାସ୍ୟା ଭଳି ଡିସେମ୍ବର ୩୦...

ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭୁବନେଶ୍ୱର, ଝାରସୁଗୁଡାରୁ ଏଣିକି ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨: ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡାରୁ  ଅଧିକ ସହରକୁ ସିଧାସଳଖ ଯୋଡି ହେବ ବିମାନସେବା । ଜାନୁଆରୀ ୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁଆରୀ ୩ରୁ ଭୁବନେଶ୍ୱର...

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍

ଭୁବନେଶ୍ୱର,୩୦।୧୨: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁଇଟି ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମୁମ୍ବାଇରୁ ଓଡିଶା ଅଭିମୁଖେ ଆସୁଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ...

ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ..

ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଛନ୍ତି। ଗସ୍ତ...

ନନ୍ଦନକାନନରେ କାଲି ଖୁସି, ଆଜି ଦୁଃଖ: ଆଖି ବୁଜିଲା ସିମ୍ପାଞ୍ଜି

ଭୁବନେଶ୍ୱର,୩୦।୧୨: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା।...

ସୁସ୍ଥ ହୋଇ ଫେରିବା ପରେ ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ ପ୍ରତାପ ଷଡ଼ଙ୍ଗୀ, କହିଲେ ଘଟଣା ମିଛ ହୋଇଥିଲେ ମୁଁ ରାଜନୀତିରୁ…

ଭୁବନେଶ୍ୱର,୩୦।୧୨: ଲୋକ ସଭାରେ ଠେଲାପେଲାରେ ଆହତ ହେବା ଘଟଣାକୁ ନେଇ ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଘଟଣା ମିଛ ହୋଇଥିଲେ...

ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ଦମ୍ପତି, ବାନ୍ଧିଲା କମିସନ୍‌ରେଟ୍‌ ପୋଲିସ

ନୂଆଦିଲ୍ଲୀ,୩୦ା୧୨: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଏକାଧିକ ଅଭିଯୋଗ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri