କାଳିଆ-ପିଏମ୍ କିଷାନ ଯୋଜନା ମିଶି ପାରିବ ନାହିଁ: ଭାଜପା
ଭୁବନେଶ୍ୱର,୬।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିପାରିବ ନାହିଁ। ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ସମୀର ମହାନ୍ତି ଏବଂ ଗୋଲକ ମହାପାତ୍ର ଏହା କହିଛନ୍ତି।...
ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ଘଟଣାକୁ ଆଇନ୍ ମନ୍ତ୍ରୀଙ୍କ ସମର୍ଥନ: କହିଲେ ‘ଯାହା ହୋଇଛି ଉଚିତ୍ ହୋଇଛି’
ଭୁବନେଶ୍ୱର,୬।୧୨(ବ୍ୟୁରୋ): ନଭେମ୍ବର ୨୭ରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଶୁକ୍ରବାର ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଜନତାଙ୍କ ସହ...
ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍ଟପ୍ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ୨୦୧୯-୨୦ ବର୍ଷ ପାଇଁ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍ଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ-୨ର ୧୦ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍ଟପ୍ ପ୍ରଦାନ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।...
ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଯାଇପାରେ ଚାକିରି: ମନ୍ତ୍ରୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍(ସିସିଏ ରୁଲ୍ସ)୧୯୬୨ ରୁଲ-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପଙ୍କୁ ବରଦାସ୍ତ କରାଯିବ ନାହିଁ।...
ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’
ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ଓ୍ବାର୍ଡରେ...
ପିଆଜ ଦର ଏବେ ଆକାଶଛୁଆଁ: ପୁରୁଣା ବାଲୁକାକଳାରେ ସ୍ଥିତିକୁ ଦର୍ଶାଇଲେ ସୁଦର୍ଶନ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ପିଆଜଦର ଏବେ ଆକାଶଛୁଆଁ ହୋଇଥିବା ବେଳେ ହାଣ୍ଡିଶାଳରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ଏବେ ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଏହି ଦର ଦେଢ଼ଶହ...
‘ଦିଲ୍ଲୀ ହାଟ୍’ ଭଳି ଭୁବନେଶ୍ୱରରେ ହେବ ସ୍ବତନ୍ତ୍ର ହାଟ
ଭୁବନେଶ୍ୱର, ୬।୧୨(ବ୍ୟୁରୋ):ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଭୁବନେଶ୍ୱରରେ ଖୋଲିବ ସ୍ବତନ୍ତ୍ର ହାଟ। ଦିଲ୍ଲୀର ଅର୍ବାନ ହାଟ୍ ଢାଞ୍ଚାରେ ଏହି ହାଟ ପ୍ରତିଷ୍ଠା ହେବ। ବର୍ଷକ ୧୨ମାସ ଏଠାରୁ ଲୋକେ ଗ୍ରାମୀଣ...
ଭୁଲ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା: ମନ୍ତ୍ରୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ସଂଶୋଧିତ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯିବା ପରେ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି। ଅଭିଯୋଗଗୁଡ଼ିକ ଉପରେ ଆଲୋଚନା କରିବା...
ମାଣ ବସେଇଲେ ୧୦୦ ମହିଳା
ଭୁବନେଶ୍ୱର,୬।୧୨(ବ୍ୟୁରୋ):ଲକ୍ଷ୍ମୀପୁରାଣର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଉତ୍ସବ’ ଅନୁଷ୍ଠାନ ପକ୍ଷରୁ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ଆୟୋଜିତ...
ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା
ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍ପିଙ୍କ ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏତଲା ଦାଏର କରାଯିବ। ନବ ନିର୍ମାଣ...
ଦେବାଳିଆ ହେଉଛି ଗ୍ରୀଡ୍କୋ
ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି। ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି, ଉତ୍ପାଦନ ଖର୍ଚ୍ଚ, ଶୁଳ୍କ ଆଦାୟ, ଋଣ ବୋଝ, ବିଦ୍ୟୁତ୍...
ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା
ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିଲା ବେଳେ ପ୍ରତିଦିନ ନାରୀ ନିର୍ଯାତନା ବଢ଼ିଚାଲିଛି। ଦୋଷୀକୁ...
Archives


