ଜୁନ୍ ୧୫ରୁ ପୁଣି ମଧ୍ୟାହ୍ନଭୋଜନ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ୨୧ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...
କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍ଏଲ୍ ଓ ସ୍ବାବ୍ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ ଦିଆଯାଇଛି। ସ୍ବଳ୍ପମିଆଦ ଭିତ୍ତିରେ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ।...
ଲକ୍ଡାଉନ୍ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଓଡ଼ିଆ: ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି ରହିଛନ୍ତି। ସେମାନଙ୍କୁ ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନ ସହ ଅନ୍ୟ ପ୍ରତିପକ୍ଷଙ୍କୁ...
ଦିନ ମଜୁରିଆଙ୍କୁ ଖାଦ୍ୟ ପହଞ୍ଚାଇବାକୁ ସରକାରଙ୍କୁ ସୁରଙ୍କ ନିବେଦନ, ଯୁବ ସମାଜକୁ ଘରେ ରହିବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ୨୧ ଦିନ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଖଟିଖିଆ ଶ୍ରମିକ। ଏହାକୁ ନେଇ...
‘ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା’
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଷ୍ଠୀ ବା ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଆଗରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଥିଲେ। କିନ୍ତୁ ଏବେ ଦିଲ୍ଲୀ, ହରିୟାଣାରୁ ଫେରୁଥିବା...
ଦୈନିକ ୪ ଘଣ୍ଟା ଖୋଲିବ ସବୁ ଆର୍ଟିଓ
ଭୁବନେଶ୍ୱର, ୨୮ା୩(ବ୍ୟୁରୋ): ଲକ୍ଡାଉନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ଦୈନିକ ୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟରେ ୩ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ। ଖୋର୍ଦ୍ଧା, ବଡ଼ବିଲ ଏବଂ...
ଜୟଦେବ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପ୍ରତିଷ୍ଠିତ ଓଡ଼ିଆ ଫିଲ୍ମ, ଟେଲିଭିଜନ, ରେଡିଓ ଓ ମଞ୍ଚ କଳାକାର ଜୟଦେବ ଦାସ ଆଉ ନାହାନ୍ତି। ଶୁକ୍ରବାର ଭୋର୍ ୪ଟାରେ କଟକସ୍ଥିତ ଏସ୍ସିବି ମେଡିକାଲରେ ସେ ଚିରଦିନ ପାଇଁ ଆଖି ବୁଜିଛନ୍ତି। ତାଙ୍କୁ ୬୦ବର୍ଷ ହୋଇଥିଲା। ସେ ଅସୁସ୍ଥ...
ପରଲୋକରେ ବ୍ରହ୍ମାକୁମାରୀର ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀ
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍ ଆମ୍ବାସାଡାର ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମାଉଣ୍ଟଆବୁସ୍ଥିତ ଗ୍ଲୋବାଲ୍ ହସ୍ପିଟାଲରେ ଗୁରୁବାର ରାତି ୨ଟାରେ ତାଙ୍କର ପରଲୋକ ଘଟିଛି। ଗତ...
୩ୟ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଚିନ୍ତା
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଓଡ଼ିଶାରେ ୩ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରର ହୋଇଥିବାବେଳେ ସେ ସର୍ବାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସେମାନେ ହେଲେ ପରିବାର ସଦସ୍ୟ, ସମ୍ପର୍କୀୟ,...
ଲକ୍ଡାଉନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡନୀୟ ଦଫା
ଭୁବନେଶ୍ୱର, ୨୮ା୩: ସମ୍ପ୍ରତି ସାରା ଦେଶରେ ୨୧ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଯଦି କୌଣସି ଜରୁରୀ କାମ ନ ପଡ଼େ ତେବେ ବାହାରକୁ ନ ଆସି ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଖାମଖିଆଲି...
ଆଜିଠୁ ଉଡ଼ିବ କାର୍ଗୋ ବିମାନ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶନିବାରଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ବତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟସାମଗ୍ରୀ ଆଣି ଭୁବନେଶ୍ୱର ଆସିବ...
‘ଅବହେଳିତଙ୍କୁ ମାଗଣା ଖାଦ୍ୟ ଦିଅ’
ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା(କୋଭିଡ୍-୧୯) ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଏହାକୁ ରୋକିବା ଲାଗି ସମଗ୍ର ଦେଶକୁ ଲକ୍ଡାଉନ୍ କରାଯାଇଛି। ଏହି ସମୟରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ରହୁଥିବା ଲୋକମାନଙ୍କୁ ରନ୍ଧା, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ...
Archives


