ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ସହାୟତା
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ପରିମାଣରେ ପହଞ୍ଚାଯାଇଛି। କଳାବଜାରକାରୀଙ୍କ ଉପରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କଡା...
ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି ନଗର, ସିଆର୍ପି, ବରମୁଣ୍ଡା ଅଞ୍ଚଳକୁ ମଙ୍ଗଳବାର ବିଶୋଧକ ସ୍ପ୍ରେ କରାଯାଇଛି। ସକାଳେ ବାପୁଜିନଗରରୁ...
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କରୋନା ଯୋଗୁ ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ-ବିଧାୟକଙ୍କ ୭୦%, ଅଫିସରଙ୍କ ୫୦% ଦରମା ସ୍ଥଗିତ
ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନା ଏବଂ ଲକ୍ଡାଉନ୍ ପାଇଁ ବଡ଼ ବଡ଼ିଆମାନଙ୍କ ଦରମା କଟିବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ୭୦% ଦରମା ସ୍ଥଗିତ ରହିବ। ଗ୍ରସ୍ ସାଲାରୀର ୭୦% ଡେଫରମେଣ୍ଟ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ସେମାନେ ଦରମାର...
କ୍ୱାରାଣ୍ଟାଇନ୍ରେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ୩ ଓଡ଼ିଆ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧାର୍ମିକ ସଭାରେ କିଛି ଓଡ଼ିଆ ସାମିଲ ହୋଇଥିଲେ। ଏଯାବତ୍ ୩ଜଣଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏଥିସହ ସେମାନଙ୍କର ପରିବାରବର୍ଗକୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଟ୍ରାକ୍...
ଆମ୍ବୁଲାନ୍ସରେ ଯାତ୍ରୀ ନେଲେ କଠୋର କାର୍ଯ୍ୟାନୁଷ୍ଠାନ, ଗିରଫ ହେବେ ଚାଳକ, ବାଜ୍ୟାପ୍ତ ହେବ ଗାଡ଼ି: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲାରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆମ୍ବୁଲାନ୍ସର ଅସଦ୍ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି ଦୂରାବସ୍ଥା ସମୟର ଲାଭ ଉଠାଇବାକୁ ଯାଇ କିଛି ଡ୍ରାଇଭର ଯାତ୍ରୀ ନେଉଥିବା ଦେଖିବାକୁ...
ଖୋଲା ରହିବ ପଶୁ ଖାଦ୍ୟ ଦୋକାନ, ଚିକିତ୍ସାକାରୀ କ୍ଲିନିକ୍
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଲକ୍ଡାଉନ୍ ସମୟରେ ପଶୁ ଚିକିତ୍ସାକାରୀ କ୍ଲିନିକ, ପଶୁ ଖାଦ୍ୟ ବିତରଣକାରୀ ଦେକାନ ଖୋଲା ରହିବ। ଏଗୁଡ଼ିକ ଅତ୍ୟାବଶ୍ୟକ ସେବା ଏବଂ ବସ୍ତୁ ଅନ୍ତର୍ଗତ ଥିବାରୁ ଦୋକାନଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା...
କରୋନା UPDATE: ବିଶ୍ୱରେ ୨୪ ଘଣ୍ଟାରେ ୪ହଜାରରୁ ଊର୍ଦ୍ଧ୍ୱ ମୃତ; ଭାରତରେ ୧୨୫୧ ସଂକ୍ରମିତ, ଓଡ଼ିଶାରେ ୪୭୩ ନମୂନାର ଆସିଛି ରିପୋର୍ଟ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର୧୯୯ ଦେଶ ଏବଂ ୨ ଜାହାଜରେ କରୋନା ସଂକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହା ୨୦୦ ଦେଶରେ ପହଞ୍ଚିଛି। ୭ଲକ୍ଷ ୨୪ ହଜାର ୭୫୯ଜଣ ସଂକ୍ରମିତ...
ଲକ୍ଡାଉନ୍ ନିୟମ କୋହଳ କରିବାର ସମୟ ଆସିନାହିଁ, ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’ ହାତରେ ରହିଛି। ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହର...
ସାନ ଦେଉଛନ୍ତି ଶୃଙ୍ଖଳାର ନିଦର୍ଶନ, ବଡ଼ ଭାଙ୍ଗୁଛନ୍ତି ନିୟମ: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି। ଏହାପଛରେ ଥିବା କାରଣଟି ହେଲା ଓଡ଼ିଶାର ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ। ଦୀର୍ଘ ୧୫ ଦିନ ଧରି ଲୋକମାନେ ସୁଖ...
୨ ଦିନରେ ୩ ହଜାର ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା
ଭୁବନେଶ୍ୱର,୩୧ା୩(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍-୧୯)ର ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ସବୁ ବନ୍ଦ ହେବା ଯୋଗୁ ଲୋକେ ଖାଦ୍ୟପେୟର ଅଭାବ ଦେଖାଯାଇଥିଲା। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଗରିବଙ୍କୁ ୪ମାସର ଆଗୁଆ ଭତ୍ତ...
ପଶୁପକ୍ଷୀଙ୍କୁ ଖାଦ୍ୟ ଦେବ ବିଏମ୍ସି: ଖର୍ଚ୍ଚ ବାବଦକୁ ୩ ଲକ୍ଷ ୬୦ ହଜାର ଦେଲେ ସରକାର
ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁ ବାହାରେ ବୁଲୁଥିବା ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତିି। ସୋମବାର ରାଜ୍ୟ ସରକାର ସାରା ରାଜ୍ୟରେ ଥିବା ନିରାଶ୍ରୟ ପଶୁପକ୍ଷୀଙ୍କ ଖାଇବା ପାଇଁ ପ୍ୟାକେଜ୍ ଘୋଷଣା କରିବା ପରେ ଭୁବନେଶ୍ୱରରେ ବାହାରେ ବୁଲୁଥିବା...
ପାସ୍ ଅପବ୍ୟବହାର କଲେ କରାଯିବ ସିଜ୍: ପୋଲିସ କମିଶନର
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ଗାଡ଼ି ପାସ୍ ମିଳିଛି। ଘରୁ ଅଫିସ ଯିବା ପାଇଁ ଏହି ପାସ୍ ଇସ୍ୟୁ ହୋଇଛି। ମାତ୍ର କିଛି ବ୍ୟକ୍ତି ପାସ୍କୁ ଅପବ୍ୟବହାର କରି ବ୍ୟକ୍ତିଗତ କାମରେ ଲଗାଉଛନ୍ତି। ଏପରି ଅପବ୍ୟବହାର କଲେ...
Archives


