ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର ରିଲିଫ କ୍ୟାମ୍ପରେ ଫସି ରହିଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ...
ସବୁଠୁ ତତଲା ସହର ସୋନପୁର
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାତି ଅସମ୍ଭାଳ ହୋଇପଡ଼ିଲାଣି। ଶୁକ୍ରବାର ୭ ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ସୋନପୁର ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଅନୁଗୋଳ ଓ ବଲାଙ୍ଗୀର ୪୧.୫,...
ଲକ୍ଡାଉନ୍: ବଦଳୁଛି ଟ୍ରେଣ୍ଡ
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଘରେ ବସି ଟାଇମ୍ପାସ୍ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍ ହୋମ୍ କରୁ ନଥିବା ଲୋକଙ୍କ ପାଇଁ ଏହି ଲକ୍ଡାଉନ ଅଧିକ କଠିନ ହୋଇଯାଇଛି। ଏଭଳିସ୍ଥଳେ ଟାଇମ୍ପାସ୍ର ପ୍ରମୁଖ ମାଧ୍ୟମ...
ଉଜୁଡ଼ିଗଲା ସହର ସୌନ୍ଦର୍ଯ୍ୟକରଣ
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ ପାଇଁ ନାନା କିସମର ବୃକ୍ଷଲତା ଲଗାଯାଇଥିଲା। କରୋନା ମାଡ଼ରେ ଏବେ ସେସବୁ କେଉଁଠି ପାଣି ନପାଇ ଶୁଖି ଗଲାଣି ତ ଆଉ କେଉଁଠି ଭଙ୍ଗାକୁଣ୍ଡରେ ନିଜ ମରଣ ଦିନକୁ ଅପେକ୍ଷା...
କରୋନା ମୁକାବିଲା ପାଇଁ ବରିଷ୍ଠ ନାଗରିକଙ୍କୁ ପୁସ୍ତକ ବାଣ୍ଟିଲା ପୋଲିସ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ଟ୍ବିନସିଟିର ବିଭିନ୍ନ ଥାନା ଅଞ୍ଚଳରେ ପଞ୍ଜୀକୃତ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସମ୍ପର୍କରେ ଅଧିକ ସଚେତନ ଓ ସହାୟତା କରିବା ପାଇଁ ଫାଇଟ୍...
୭ ଦିନରେ ୫ ଜଣଙ୍କ ଘରୁ ଚୋରି
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍ଡାଉନ୍ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଉଛନ୍ତି। ଗତ ୭ ଦିନ ଭିତରେ ରାଜଧାନୀରେ ୫...
ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍ଡାଉନ୍ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସହ ବିତୁଛି। ଅନ୍ଲାଇନ୍ରେ କରୋନା ଅପ୍ଡେଟ୍ ସହ ବିଭିନ୍ନ ଖବର ଜାଣୁୁଛନ୍ତି। ଏଥିସହ କିଏ ଅନ୍ଲାଇନ୍ ଶିକ୍ଷା ତ ଆଉ କିଏ ମନୋରଞ୍ଜନମୂଳକ...
୨୪ ଘଣ୍ଟାରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର,୧୭।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଶୁକ୍ରବାର ସୁଦ୍ଧା ୨୧୦ ଦେଶ ଏବଂ ୨ ଜାହାଜରେ ଏହା ପହଞ୍ଚିଛି। ଗୁରୁବାର କରାଯାଇଥିବା ଆକଳନ ଅନୁଯାୟୀ ଏଥିରେ ୨୦ ଲକ୍ଷ ୮୯ ହଜାର ୨୩୭ଜଣ ଆକ୍ରାନ୍ତ ହୋଇଥିବା ବେଳେ...
ସ୍ୟାଣ୍ଡ ଆନିମେଶନ୍ରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମହାମାରୀର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ। ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି। ବିଶେଷକରି ପରିବାରର ବୟସ୍କ ସଦସ୍ୟଙ୍କ ଯତ୍ନ ନେବା, ଲକ୍ଡାଉନ୍ ସମୟରେ ସାମାଜିକ ଦୂରତ୍ୱ...
ପ୍ରବାଦ ପୁରୁଷଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ: ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ପ୍ରବାଦ ପୁରୁଷ, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି...
ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍ସ୍ପଟ୍ କୁହାଯାଉଛି। ଆଗାମୀ ଦିନରେ କରୋନାର ଚିତ୍ର ସ୍ପଷ୍ଟ କରିବା ଲାଗି ନମୂନା ପରୀକ୍ଷଣକୁ ଅଧିକ କରାଯିବ। ୭ଦିନ ମଧ୍ୟରେ...
ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଚିନ୍ତା: ରାଜଧାନୀ ପାଇଁ ସ୍ବତନ୍ତ୍ର ପ୍ଲାନ୍, ୭ ଦିନରେ ୫୦୦୦ ନମୁନା ପରୀକ୍ଷଣ ଲକ୍ଷ୍ୟ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍ ବାହାରିଛନ୍ତି। ହେଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍ ମାମଲା ରହିଛି। ଏଥିରୁ ଭୁବନେଶ୍ୱର ହଟ୍ସ୍ପଟ୍ ବୋଲି ସ୍ପଷ୍ଟ ହୋଇଛି। ଖୋର୍ଦ୍ଧାକୁ ଛାଡ଼ି ବାକି...
Archives


