୩ ମାସର ରୋଡ ଟ୍ୟାକ୍ସ ଛାଡ
ଭୁବନେଶ୍ୱର,୨୯ା୫,(ବ୍ୟୁରୋ)-କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି। ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ ଟ୍ୟାକ୍ସ ଛାଡ କରାଯାଇଥିବା ଶୁକ୍ରବାର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା...
ରାଜ୍ୟ ଭାଜପା ପକ୍ଷରୁ କରାଯିବ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶନିବାର ପୂରଣ ହେବ। ଏହି ବର୍ଷକ ମଧ୍ୟରେ ମୋଦି ସରକାର ବହୁ ବଡ଼ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି। ମୋଦି ସରକାରଙ୍କ ଏହି ସମସ୍ତ ସଫଳତାର...
ମନ୍ତ୍ରୀସ୍ତରୀୟ ବୈଠକରେ କୋଭିଡ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସଂକଳ୍ପ ପାରିତ
ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପ ଆଣିଥିଲେ। ସଂକଳ୍ପରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଯାଇଛି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ,...
କରୋନା କଟକଣାକୁ ମାନି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରନ୍ତୁ, ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ଦାସବର୍ମା
ଭୁବନେଶ୍ୱର,୨୯।୫(ବ୍ୟୁରୋ): ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହି କ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତ୍ତବ୍ୟ...
ରାଜଧାନୀରେ ନବ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ହକର୍ ଥିଲେ ଯୁବକ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ରାକେଶ ରାଉତ(୨୫) ଓରଫ ବାପି। ବାପି ଓଲ୍ଡ ଟାଉନ୍...
ଫେରିଲେ ଏର୍ଣ୍ଣାକୁଲମ୍ରେ ଫସିଥିବା କେନ୍ଦ୍ରାପଡ଼ାର ୧୬୯ ଓଡ଼ିଆ ଝିଅ
ଭୁବନେଶ୍ୱର,୨୯।୫(ବ୍ୟୁରୋ): କେରଳର ଫସି ରହିଥିବା ୧୬୯ ଓଡ଼ିଆ ଝିଅ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଆସି ଭୁବନେଶ୍ୱରରେ ଓହ୍ଲାଇଛନ୍ତି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଝିଅମାନେ କାମ କରୁଥିଲେ। ହେଲେ ଲକ୍ଡାଉନ୍ ଯୋଗୁ ସେଠାରେ...
ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶୁକ୍ରବାର ପଶ୍ଚିମ ଦ୍ୱାର ପଟୁ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ଦ୍ୱାରା ଉଚ୍ଛେଦ ଚାଲିଛି। ଲକ୍ଡାଉନ୍ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାମ ବନ୍ଦ ରହିଥିଲା। ଆଜିଠୁ ଉଚ୍ଛେଦ...
କ୍ୱାରାଣ୍ଟାଇନ୍ ସେଣ୍ଟରକୁ ନେଇ ରାଜନୀତି
ଭୁବନେଶ୍ୱର, ୨୮।୫(ବ୍ୟୁରୋ): କରୋନା ସଙ୍କଟ ବଢି ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ପରସ୍ପର ବିରୋଧରେ କାଦୁଅଫିଙ୍ଗା ଜାରି ରଖିଛନ୍ତି। ରାଜ୍ୟରେ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଆଣି ଉଭୟ କଂଗ୍ରେସ ଏବଂ ଭାଜପା ଗୁରୁବାର ସରକାରଙ୍କ ଉପରେ...
ବିମାନ କ୍ରିଉ ମେମ୍ବରଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି
ଭୁବନେଶ୍ୱର,୨୯।୫(ବ୍ୟୁରୋ): ଏୟାରଲାଇନ୍ସ କ୍ରିଉ ମେମ୍ବରଙ୍କ ରହଣି ପାଇଁ ରାଜଧାନୀରେ ଖୋଲିପାରିବ ହୋଟେଲ। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁମତି ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କେହି ହୋଟେଲ୍ରେ ରହିପାରିବେ ନାହିଁ ବୋଲି ସେ...
ଗ୍ରାମାଞ୍ଚଳରେ କରୋନା ରୋଗୀଙ୍କ ପ୍ରତି ଘୃଣା ବଢୁଛି
ଭୁବନେଶ୍ୱର,୨୯। ୫ (ବ୍ୟୁରୋ): ବର୍ତ୍ତମାନ ଗ୍ରାମାଞ୍ଚଳ ତଥା ଗ୍ରାମପଞ୍ଚାୟତ ସ୍ତରରେ କରୋନା ରୋଗୀଙ୍କ ପ୍ରତି ଘୃଣା ଭାବ ବୃଦ୍ଧି ପାଉଛି। ଭବିଷ୍ୟତରେ ସ୍ବାଭାବିକ ଅବସ୍ଥା ବଜାୟ ରଖିବାକୁ ହେଲେ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସରକାରୀ ସ୍ତରରେ ଗ୍ରାମ୍ୟ କମିଟି...
ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ପ୍ରାୟ ଦେଢ଼ ଘଣ୍ଟା ଧରି ଘଡ଼ଘଡ଼ି ଜାରି ରହିଥିଲା। ଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ଘଡ଼ଘଡ଼ିର...
ଜୁନ୍ ପହିଲାରୁ ସମୁଦ୍ରରେ ମାଛଧରା
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ଜୁନ୍ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମତ୍ସ୍ୟ ସମ୍ପଦର ସୁପରିଚାଳନା...
Archives


