ମେଟ୍ରୋ

ଆଜି ରାଜ୍ୟ କ୍ୟାବିନେଟ: ଆସିପାରେ ୪ରୁ ଅଧିକ ପ୍ରସ୍ତାବ

ଭୁବନେଶ୍ୱର,୧୦ା୯(ରବିନାରାୟଣ ଜେନା): ରାଜ୍ୟ କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁଥିବା ଏହି କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,…

ବିଜେଡିର ‘ଏକ୍ସପାଏରୀ ଡେଟ୍’ ପଳେଇଲାଣି: ତଥାଗତ ସତପଥୀଙ୍କ ତେରଛା ବାଣ

ଭୁବନେଶ୍ୱର,୯।୯: ବିଜୁ ଜନତା ଦଳ (ବିଜେଡି)ର ଭବିଷ୍ୟତକୁ ନେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସନ୍ଦେହ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ନ ଦେବା ନିଷ୍ପତ୍ତିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ବିଜେଡିର…

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ମିଳିବ…

ଭୁବନେଶ୍ୱର,୯।୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ବୁଧବାର ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି। ଏପରିକି ସମୀକ୍ଷା ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ ସମ୍ପର୍କରେ ଆଲୋଚନା ହେବ…

ବିଜେଡିକୁ ବଡ଼ ଝଟକା: ଦଳ ଛାଡିଲେ ଏହି ବରିଷ୍ଠ ନେତା, ରାଜନୀତିରେ ହଇଚଇ

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…

ଯାହା ବି କିଛି ଥିଲା, ସେତେକ ବି ଗଲା: ବିଜେଡିକୁ ତଥାଗତଙ୍କ ତାଚ୍ଛଲ୍ୟ

ଭୁବନେଶ୍ୱର,୯।୯: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ…

ଘୂର୍ଣ୍ଣିବଳୟ ସକ୍ରିୟ: ଏହି ଦିନଠାରୁ କମିବ ବର୍ଷା

ଭୁବନେଶ୍ୱର,୯ା୯(ବନ୍ଦନା ସେଠୀ):ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ ଜିଲାରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ୨ ଜିଲାରେ ପ୍ରବଳ, ୬ ଜିଲାରେ ସ୍ବାଭାବିକ, ୪ ଜିଲାରେ ଅଭାବୀ, ୧୧ ଜିଲାରେ ଅତିଅଭାବୀ ଏବଂ ବାକି ୨…

OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮।୯: ଓଡ଼ିଶା ସୂଚନା ଆୟୋଗ ‘ଓଡ଼ିଶା ଲୋକସେବା ଆୟୋଗ’ (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଏହି ସମ୍ପର୍କରେ ଏକ ଆଦେଶ ଜାରି କରିଛନ୍ତି।…

ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ: ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲ ସମ୍ପୂର୍ଣ୍ଣ ସିଲ୍‌

ଭୁବନେଶ୍ବର,୮।୯: ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍‌ ଆଲ୍‌ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି। ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ ଏବଂ…

ବିଜେଡି ମୋତେ ଧୋକା ଦେଇଛି: ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ର ନେତା ହରିଶଙ୍କର

ଭୁବନେଶ୍ୱର,୮।୯: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ ଭିତରେ କନ୍ଦଳ ଦେଖାଯାଇଛି। ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ ଦଳ ଧୋକା ଦେଇଥିବା କହିଛନ୍ତି। ହରିଶଙ୍କର କହିଛନ୍ତି,୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ, କଲେ ନାହିଁ। ଏବେ କହୁଛନ୍ତି…

ତୋରଣରେ ଝଲସିବ ଦକ୍ଷିଣ ଭାରତୀୟ କଳା ସଂସ୍କୃତି

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେଉଥିବା ମା’ଙ୍କ ପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରୁଛି। ପ୍ରତିବର୍ଷ ଭଳି ସ୍ବତନ୍ତ୍ରତା ବହନ କରୁଥିବା ଏହି ଅନୁଷ୍ଠାନ ଏବର୍ଷ ମଧ୍ୟ ନିଆରା ଆୟୋଜନ କରୁଛି। ତୋରଣରେ ଝଲସିବ ଦକ୍ଷିଣ ଭାରତର କଳା…

ନବୀନ ବାବୁ ଆମକୁ ସମର୍ଥନ କରୁଛନ୍ତି: କାହିଁକି ଏମିତି କହିଲେ ଜୁଏଲ ଓରାମ

ଭୁବନେଶ୍ୱର,୮।୯:ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିଜେଡି ବିରତ ରହିବ ବୋଲି ଚର୍ଚ୍ଚା ହେଉଛି। ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଭାଜପାର ବରିଷ୍ଠ ନେତା ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ…

‘ଧୃତରାଷ୍ଟ୍ର’ଙ୍କ ଉଦାହାରଣ ଦେଇ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର, କହିଲେ ଅଯୋଗ୍ୟ ରାଜାଙ୍କୁ କେବେ…

ଭୁବନେଶ୍ୱର,୮ା୯: ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri