ପୁଣି ମେଣ୍ଡୁଲିଙ୍କ ଆସିଲା ଭିଡିଓ, ଏଥର ସାଂଘାତିକ ବୟାନ
ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ...
ଆଜି ମୁମ୍ବାଇରୁ ଫେରିବେ ନବୀନ: ଏକାଠି ହେବେ ୧୦ ହଜାର ଲୋକ
ଭୁବନେଶ୍ୱର,୧୨ା୭(ସୁନିତ୍ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ମୁମ୍ବାଇରୁ ଫେରିବେ। ସେ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ଭିତରେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଏହି ଅବସରରେ ଦଳର ସଭାପତିଙ୍କୁ ସ୍ବାଗତକରିବା...
ଆଜିଠୁ ସବୁ ରୁଟ୍ରେ ଗଡ଼ିବ ବସ୍
ଭୁବନେଶ୍ୱର/ ପୁରୀ/ ଗୋପାଳପୁର,୧୨ା୭(ରବିନାରାୟଣ ଜେନା/ ଅଜିତ୍ କୁମାର ମହାନ୍ତି/ ନବୀନ ରାଜ ଆଚାରୀ): ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍ ଚଳାଚଳ ସ୍ବାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍ରେ ଘରୋଇ ବସ୍ ଗଡ଼ିବ। ଏନେଇ...
କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି
ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଦିନ ମଜୁରିଆରୁ ଓଡ଼ିଶା ଡ୍ରାଇଭର ମହାସଂଘର ନେତା: ଜାଣନ୍ତୁ ପ୍ରଶାନ୍ତ ମେଣ୍ଡୁଲି କିଏ
ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏବେ ଚର୍ଚ୍ଚାରେ ଅଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନରେ ସେ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି। ଏକ ସାଧାରଣ ଦିନ ମଜୁରିଆରୁ ଆରମ୍ଭ କରି ସେ ଆଜି ରାଜ୍ୟର ଲକ୍ଷାଧିକ...
କାଲିଠୁ ୧୭ ଯାଏ ଛେଚିବ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା) – ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପିତିନଠାରୁ ୫.୮ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ...
ଡ୍ରାଇଭର୍ ଆନ୍ଦୋଳନକୁ ବଡ଼ ଝଟ୍କା, ବନ୍ଧା ହେବେ ମେଣ୍ଡୁଲି?
ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ, ଏହା...
ବସ୍ ମାଲିକ ସଂଘର ବଡ଼ ଘୋଷଣା, କାଲିଠୁ ଗଡିବ ବସ୍
ଭୁବନେଶ୍ୱର,୧୧।୭: ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ଘୋଷଣା। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ। ଘରୋଇ ବସ୍ ସେବା ଆସନ୍ତାକାଲିଠୁ ପୁଣି ସ୍ବଭାବିକ ହେବ । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘରେ...
ରାହୁଲଙ୍କୁ ସୋଫିଆ କହିଲେ ସିକ୍ରେଟ ପ୍ଲାନ, ଏବେ…
ଭୁବନେଶ୍ୱର, ୧୧।୭: ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରର ବରମୁଣ୍ଡା ମୈଦାନରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେଇଥିଲେ। ଏହି ସମାବେଶରେ କଂଗ୍ରେସର ବରିଷ୍ଠ ନେତା ତଥା ଓ ପ୍ରଦେଶ କଂଗ୍ରେସ କମିଟିର...
ଦଳର ଭିତିରି କଥା ଜାଣି ରାଗିଗଲେ ରାହୁଲ୍ :ଦିଲ୍ଲୀରେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ…
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି।କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ନେଇ ରାଗିଗଲେ ହାଇକମାଣ୍ଡ। PAC ବୈଠକରେ ଏକାଠି ରହିବା ଉପରେ ଖାଡଗେ, ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାରେ କଂଗ୍ରେସ ହିଁ...
ଆନ୍ଦୋଳନ ବନ୍ଦ ହେବ ନାହିଁ: ଡ୍ରାଇଭର ମହାସଂଘ
ଭୁବନେଶ୍ୱର,୧୧।୭: ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି...
ପାଖକୁ ଯାଇ ଏମିତି କ’ଣ କହିଦେଲେ କୁନି ଝିଅ, ଖୁସିରେ ଗଦ୍ଗଦ୍ ହୋଇଗଲେ ରାହୁଲ
ଭୁବନେଶ୍ୱର,୧୧।୭: ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ଦେଖିବାକୁ ମିଳିଛି ପିଲାମାନଙ୍କ ପ୍ରତି ରାହୁଲଙ୍କ ଦୁର୍ବଳତା । ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଯାଇ ସେଠାରେ ଏକ ସଭାକୁ ସମ୍ବୋଧନ କରିଛନ୍ତି ରାହୁଲ ।...
Archives


