ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର…
ଭୁବନେଶ୍ୱର,୪।୬: ପ୍ରଥମ ଥର ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ। ନିଜ କ୍ଷମତାସୀନ ରାଜ୍ୟରେ ଦୁର୍ଗ ହରାଇଛନ୍ତି ନବୀନ। ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବଲାଙ୍ଗୀରର କଣ୍ଟାବାଞ୍ଜି ଆସନରୁ…
ଭୁବନେଶ୍ୱର,୪।୬: ରାଜ୍ୟରେ ୨୦୨୪ ନିର୍ବାଚନର ଫଳାଫଳ ସମସ୍ତଙ୍କ ଚକିତ କରିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡିଛି । ବିଜେଡିର ବହୁ ହେଭିୱେଟ ନେତା ପରାଜିତ…
ଭୁବନେଶ୍ୱର,୪।୬: ୨୫ବର୍ଷ ପରେ ଓଡ଼ିଶାରେ ଭୁଶୁଡିଛି ନବୀନ ଦୁର୍ଗ। ପ୍ରଥମ ଥର ପାଇଁ ରାଜନୀତିରେ ପରାଜୟର ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହ ସେ ପାଲଟି ଯାଇଛନ୍ତି…
ଭୁବନେଶ୍ୱର,୪।୬: ଭାଜପା ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ…
ଭୁବନେଶ୍ୱର,୪।୬: ଇସ୍ତଫା ଦେଇପାରନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ।…
ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ…
ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ…
ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।