ମେଟ୍ରୋ

ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ

ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।  

2 years ago

ଭୁବନେଶ୍ୱର ଏକାମ୍ରରେ ବାବୁ ସିଂ ବିଜୟୀ

ଭୁବନେଶ୍ୱର,୪ା୬(ଅସମାପିକା ସାହୁ): ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ବାବୁ ସିଂ ୭୪୩୯୯ ଭୋଟ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ…

2 years ago

କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’

ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି।…

2 years ago

ହାରିଗଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୪।୬:ବଡଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଭାଜପା ପ୍ରାର୍ଥୀ ଅମର କୁମାର ନାୟକଙ୍କ ଠାରୁ ପରାସ୍ତ ହେଲେ ଅଭିନେତ୍ରୀ ବର୍ଷା। ଅମରଙ୍କ ଠାରୁ ୭୩୮୩ ଭୋଟ ବ୍ୟବଧାନରେ…

2 years ago

ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍‌ରେ ଏହି ନେତା…

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି…

2 years ago

ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଖଣ୍ଡପଡ଼ା ବିଧାନସଭାରେ ବିଜୟ ହାସଲ କରିଛନ୍ତି ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ।ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ…

2 years ago

ମନ୍ମଥଙ୍କଠାରୁ ବହୁ ଆଗରେ ଅପରାଜିତା, ଜାଣନ୍ତୁ କେତେ ଭୋଟ୍‌ରେ ଆଗୁଆ….

ଭୁବନେଶ୍ୱର,୪।୬: ୨୦୧୪ ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀମାନେ ବହୁ ଆଗରେ ଚାଲିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ୧୯…

2 years ago

ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ

ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା…

2 years ago

ଡିଏସ କୁଟ୍ଟେଙ୍କ ସର୍ଭେ ନବୀନଙ୍କୁ ଅସୁବିଧାରେ ପକାଇଲା, ସାମ୍ନାକୁ ଆସିଲା ଏହି ସତ୍ୟ

ଭୁବନେଶ୍ୱର, ୪।୬: ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। କଣ୍ଟାବାଞ୍ଜି ବିଧାନସଭା ଆସନରେ ନବୀନଙ୍କୁ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ…

2 years ago

୨୫ବର୍ଷ ପରେ ଓଡ଼ିଶାରେ ବଦଳିଲା ସମୀକରଣ

ଭୁବନେଶ୍ୱର,୪।୬: ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୮ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି…

2 years ago