ମେଟ୍ରୋ

୧୪.୫ ଲକ୍ଷ ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀ ଚିହ୍ନଟ

ଭୁବନେଶ୍ୱର,୧୩ା୭(ଅନିଲ ଦାସ): ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ…

2 years ago

ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ

ଭୁବନେଶ୍ୱର,୧୨।୭(ଅସମାପିକା ସାହୁ) - ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୫ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଶୁଣାଣି…

2 years ago

ପୁରୀ ରାଜଭବନରେ ଅଭାବନୀୟ କାଣ୍ଡ, ଏଏସଓଙ୍କୁ ପିଟିଲେ ରାଜ୍ୟପାଳଙ୍କ ପୁଅ

(ଅସମାପିକା ସାହୁ)- ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଜଣେ ଏଏସ୍‌ଓ ଅଭିଯୋଗ ଆରିଛନ୍ତି। ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ…

2 years ago

ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…

ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ…

2 years ago

ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି

ଭୁବନେଶ୍ୱର,୧୨।୭: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା ତାଙ୍କ ପକ୍ଷ ବଦଳାଇଛନ୍ତି। ପୂର୍ବରୁ ସେ ବିଜେଡିକୁ ସମର୍ଥନ କରୁଥିଲେ ଏବେ ଭାଜପାକୁ ସମର୍ଥନ କରିବେ…

2 years ago

ରତ୍ନଭଣ୍ଡାରରେ ଅଛି କି ସାପ?: ଜାଣନ୍ତୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ କାହିଁକି କରାଯିବ ଲୋକନାଥଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୧୨।୭: ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ।ପରେ କମିଟି ସଦସ୍ୟ ଭିତରକୁ ଯିବେ ।ମାତ୍ର  ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ…

2 years ago

ପଲସରରେ ଆସି ସୁନା ଚେନ ଝାମ୍ପିନେଲେ

କଟକ,୧୨।୭: ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ନିକଟରେ ଶୁକ୍ରବାର ଏକ ଲୁଟ ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ମିଳିଥିବା…

2 years ago

ପ୍ରାକ ବଜେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିକ୍ରିୟା, କହିଲେ ଆଗାମୀ ବଜେଟରେ…

ଭୁବନେଶ୍ୱର,୧୨।୭: ପ୍ରାକ ବଜେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ ପାଇଁ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା। ବିଭିନ୍ନ ବର୍ଗର…

2 years ago

୧୯ ଯାଏ ବର୍ଷିବ: ଆସନ୍ତାକାଲି ପାଇଁ ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୭: ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି।ତେବେ ଆସନ୍ତାକାଲି…

2 years ago

‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’

ଭୁବନେଶ୍ୱର,୧୨।୭: ଓସିଏରୁ ପ୍ରଣବ ପ୍ରକାଶ ଦାସ(ବବି) ଇସ୍ତଫା ଦେଇ ଦିଅନ୍ତୁ। ଏଭଳି ଦାବି କରିଛନ୍ତି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ସମୀର ଦେ। ସେ କହିଛନ୍ତି,…

2 years ago