ମେଟ୍ରୋ

ନୟାପଲ୍ଲୀ ହଜର ପୁନରୁଦ୍ଧାର ଅଧାପନ୍ତରିଆ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବିଏମ୍‌ସି ଦ୍ବାରା ଏକାଧିକ ଜଳାଶୟ ଓ ପୋଖରୀର ପୁନରୁଦ୍ଧାର କରାଯିବା ସହ ବିକାଶ ଜାରି ରହିଛି। ଏହି କ୍ରମରେ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ ନୟାପଲ୍ଲୀ ହଜର…

1 year ago

‘ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଜୀବନ ଯାଉଛି’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଗଣଶିକ୍ଷା ବିଭାଗର ଅବହେଳା ପାଇଁ ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ଜୀବନ ଚାଲିଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିଯୁକ୍ତିକୁ ନିୟମତି କରିବା ଦାବିରେ ଗୁରୁବାର…

1 year ago

ଝାରସୁଗୁଡା ଉପନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ ସହ…

1 year ago

ସୌଭାଗ୍ୟଲକ୍ଷ୍ମୀ ‘ଶ୍ରେଷ୍ଠ ଓଡ଼ିଆଣୀ’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସମ୍ଭାବନା ପକ୍ଷରୁ ଗୁରୁବାର ସୂଚନା ଭବନଠାରେ ଶ୍ରେଷ୍ଠ ଓଡ଼ିଆଣୀ ଉତ୍ସବ ଏବଂ ଓଡ଼ିଆ ସ୍ବାଭିମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୨ଟି ପର୍ଯ୍ୟାୟରେ ପ୍ରତିଯୋଗିତା ପରେ ଚଳିତବର୍ଷର…

1 year ago

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ…

1 year ago

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ…

1 year ago

ଖରାଛୁଟିରେ ପିଲାଙ୍କୁ ମିଳିବ ଆଇଏଫ୍‌ଏ ବଟିକା

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଖରାଛୁଟିରେ ଛାତ୍ରୀଛାତ୍ରଙ୍କୁ ଆଇରନ ଓ ଫଲିକ୍‌ ଏସିଡ୍‌(ଆଇଏଫ୍‌ଏ) ଟାବ୍‌ଲେଟ ବା ବଟିକା ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନୋଡାଲ ଅଫିସର…

1 year ago

ମନ୍ତ୍ରୀ, ଅଫିସର ଚଢ଼ିବେ ହାଇବ୍ରିଡ୍‌ ଗାଡ଼ି

ଭୁବନେଶ୍ବର,୨୮ା୪(ବ୍ୟୁରୋ): ଉଭୟ ତେଲ ଓ ବ୍ୟାଟେରିରେ ଚାଲୁଥିବା ହାଇବ୍ରିଡ୍‌ ଗାଡ଼ି ନେତା, ମନ୍ତ୍ରୀ ଏବଂ ଅଫିସରମାନେ ଚଢ଼ିବେ। ଅର୍ଥ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପରିବହନ…

1 year ago

ଶ୍ରୀମନ୍ଦିର ରତ୍ନଭଣ୍ଡାର: ତେଜିଲା ରାଜନୀତି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ଚାବି ହଜିବା ଘଟଣାର ସାଢ଼େ ୪ ବର୍ଷ ପରେ ଜଷ୍ଟିସ୍‌ ରଘୁବୀର…

1 year ago

‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍‌ ମଧ୍ୟ…

1 year ago