ମେଟ୍ରୋ

ଭୁବନେଶ୍ୱରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା: ଦିନ ଦ୍ୱିପ୍ରହରାରେ ଛଡାଇ ନେଲେ ୨.୫୫ ଲକ୍ଷ ଟଙ୍କା

ଭୁବନେଶ୍ୱର,୭ା୨: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କଠାରୁ ଅଜଣା ଦୁର୍ବୃତ୍ତମାନେ ୨.୫୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଏକ ସିକ୍ୟୁରିଟି…

11 months ago

ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ…

11 months ago

ବାରବାଟୀ ଦିନିକିଆ ମ୍ୟାଚ୍ ଟିକେଟ୍ କଳାବଜାରୀ ଅଭିଯୋଗରେ ତିନି ଗିରଫ

କଟକ,୭।୨: ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ଅଭିଯୋଗରେ ପୋଲିସ ଶୁକ୍ରବାର…

11 months ago

ଏହିଦିନ ମିଳିବ ସୁଭଦ୍ରା ଟଙ୍କା:୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ୱର,୭।୨: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି…

11 months ago

୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର,୭ା୨(ଅନୁରାଧା ମହାରଣା):ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିଥିବାବେଳେ ଗୁରୁବାର ୪ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଉଛି। ପାରଳାଖେମୁଣ୍ଡିରେ ସର୍ବାଧିକ…

11 months ago

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ: କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୭ା୨(ସୂର୍ଯ୍ୟକାନ୍ତ ବେହେରା):କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା…

11 months ago

ଯାତ୍ରା ମହାମୁକାବିଲା ଆରମ୍ଭ: ଦୁଲୁକିଲା ଯାତ୍ରା ପେଣ୍ଡାଲ୍‌

ଭୁବନେଶ୍ୱର,୭।୨(ସୌମ୍ୟରଞ୍ଜନ ରାଉତ): ଆରମ୍ଭ ହେଲା ଖଣ୍ଡଗିରିରେ ଯାତ୍ରାର ମହାପର୍ବ। ଅପେରା ପେଣ୍ଡାଲରେ ଜଲିଉଡ୍‌ ଦୁନିଆର ବଡ଼ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନରେ ମଞ୍ଚ ଦୁଲୁକାଇ ଦେଖାଇଛନ୍ତି। ଏନେଇ…

11 months ago

ନଦୀପଠାରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଯୁବକ ଗିରଫ, ମହିଳାଙ୍କ ସ୍ବାମୀଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରିଥିଲେ

ଭୁବନେଶ୍ୱର,୭।୨(ସୂର୍ଯ୍ୟକାନ୍ତ ବେହେରା): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସ୍ଥିତ ଦୟାନଦୀ ପଠାରୁ ଜାନୁୟାରୀ ୨୮ରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ ଜାରି…

11 months ago

ବଜେଟ ଅଧିବେଶନ ପାଇଁ ୧୨ରେ ସର୍ବଦଳୀୟ ବୈଠକ: ୧୭ରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର,୭ା୨(ବନ୍ଦନା ସେଠୀ):ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୧୩ରୁ ୨୧ ଓ…

11 months ago

ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି: ତ୍ୱରିତ ସମାଧାନ କର, ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୬।୨: ଜନଶୁଣାଣି ପାଇଁ ଦାଖଲ ହେଉଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାର କାର୍ଯ୍ୟକାରିତା…

11 months ago