ମେଟ୍ରୋ

୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ…

11 months ago

ଜୁନ ୧୬ରୁ ୨୨ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଏହା ମଧ୍ୟରେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ସୂଚନା ଦେଇଛି।…

11 months ago

ଅସହ୍ୟ ତାତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଶନିବାର ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୨…

11 months ago

୧୭ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଗସ୍ତ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଢେଙ୍କାନାଳରେ ଭାଜପାର…

11 months ago

ମଞ୍ଚରେ ପଡିଯାଇ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୦।୬: ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ। ଶୁକ୍ରବାର କାର୍ଯ୍ୟକ୍ରମର ତୃତୀୟ…

11 months ago

ସରକାରଙ୍କ ନାଁରେ ପୁଞ୍ଜିପତି ଅର୍ଥ ବ୍ୟବସ୍ଥାକୁ ଅକ୍ତିଆର କରିନେଉଛନ୍ତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଭାରତର ଅର୍ଥ ବ୍ୟବସ୍ଥାକୁ ସରକାରଙ୍କ ନଁାରେ ପୁଞ୍ଜିପତିମାନେ ଅକ୍ତିଆର କରିନେଉଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ସରକାରଙ୍କ ଉପରେ ନିିର୍ଭର କରୁଛି। ଏହାଛଡ଼ା ଜନସାଧାରଣଙ୍କ ମଧ୍ୟ…

11 months ago

‘ମୋ ବସ୍‌’ରେ ଚଢିବା ଆଗରୁ ଟିକେଟ୍‌

ଭୁବନେଶ୍ୱର, ୧୦।୬ (ବ୍ୟୁରୋ): ଏବେଠାରୁ ମୋ ବସ୍‌ରେ ଚଢିବା ପୂର୍ବରୁ ଟିକେଟ କରିବାକୁ ପଡିବ। ମୋ ବସ୍‌ର ଗାଇଡ୍‌ମାନଙ୍କ ଠାରୁ ଟିକେଟ୍‌ ଧରିବା ପରେ ଯାତ୍ରୀମାନେ ବସ୍‌କୁ…

11 months ago

ଚିହ୍ନଟ ହୋଇପାରୁନି ୮୧ ମୃତଦେହ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ଶହରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଆହତ ଚିକିତ୍ସିତ ହୋଇ ଘରକୁ…

11 months ago

ମାନହାନି ମାମଲା ଚେତାବନୀ ଦେଲେ ସଞ୍ଜୟ ନାୟକ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଘଟଣାକୁ ନେଇ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍‌ ଟୁଟୁ ଶୁକ୍ରବାର ମୁହଁ ଖୋଲିଛନ୍ତି। କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିବା…

11 months ago

କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ତାତି ନାହିଁ। ଗୁଳୁଗୁଳି କରୁଛି ଅଣନିଃଶ୍ୱାସୀ। ଘରେ କିମ୍ବା ବାହାରେ ତ୍ରାହି ନାହିଁ। ପଙ୍ଖା କାମ ଦେଉନି। ଦେହରୁ ଗମଗମ ଝାଳ ବୋହିବା ସହ ଅସ୍ବସ୍ତିକର…

11 months ago