ମେଟ୍ରୋ

ଭୁବନେଶ୍ୱରରେ ‘ଅପମିଶ୍ରିତ ମଦ’ ସେବନ ପରେ ଦୁଇଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ମଦ ସେବନ କରିଥିବା ଅଭିଯୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି, ଯାହା ପରେ ଆବକାରୀ ବିଭାଗ ଏକ ତଦନ୍ତ ଆରମ୍ଭ କରିଛି।…

11 months ago

ଏଣିକି ଅନଲାଇନ୍‌ରେ ବୁକ କରି ହେବ: ଆମ୍ବୁଲାନ୍ସ ଜାଣନ୍ତୁ କେମିତି…

ଭୁବନେଶ୍ୱର,୧୭।୬: ଅନଲାଇନ୍‌ରେ ବୁକ କରି ହେବ ଆମ୍ବୁଲାନ୍ସ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ି…

11 months ago

ଓଡ଼ିଆ ଫିଲ୍ମ ଦେଖିବାକୁ ହଲ୍‌ରେ ଭିଡ଼: ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ ମଧ୍ୟରେ ଟକ୍କର

ଭୁବନେଶ୍ୱର,୧୭ା୬(ସୁଚିସ୍ମିତା ସାହୁ):ରଜରେ ଫିଲ୍ମ ହଲରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା। ବିଶେଷକରି ଓଡିଆ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ବଢ଼ିଥିଲା। ନୂଆ କାହାଣୀ ଓ…

11 months ago

ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି: ୨୪ ଘଣ୍ଟାରେ ଆହୁରି…

ଭୁବନେଶ୍ୱର,୧୭।୬: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି…

11 months ago

ପ୍ରେମିକ ସହ ଫେରାର ହେଉଥିଲେ ନାବାଳିକା, ଧରିଲେ ମା’-ବାପା: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୭ା୬ (ସତ୍ୟଜିତ୍‌ ରାଉତ):ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସୋମବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରେମିକା ସହ ଫେରାର ବେଳେ ଜଣେ ନାବାଳିକାଙ୍କୁ କାବୁ କରିଛନ୍ତି ତାଙ୍କ ବାପା…

11 months ago

ଘୂର୍ଣ୍ଣିବଳୟ ସକ୍ରିୟ: ୩ ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୭ା୬(ଅନୁରାଧା ମହାରଣା):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶର୍‌ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୪ ଘଣ୍ଟା…

11 months ago

ରଜରେ କଳାକନା ବୁଲାଇଲେ ଲୁଟେରା, ଝରକା ଭାଙ୍ଗି ଲୁଟି ନେଲେ ସୁନା ଗହଣା…

ଭୁବନେଶ୍ୱର,୧୬।୬: ରଜ ଉତ୍ସବ ଚାଲିଥିବା ବେଳେ ଭୁବନେଶ୍ୱରର ନୀଳାଦ୍ରୀ ବିହାରରେ ଏକ ଚୋରୀ ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ଏକ ଘରର ଝରକା ଭାଙ୍ଗି ଭିତରେ ପଶି…

11 months ago

ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୬: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀ କଡ଼ା ଚେତାବନୀ ଜାରି କରିଛନ୍ତି। ଗଜପତି ମହାରାଜା ଇସ୍କନ୍‌କୁ ଚିଠି ଲେଖି ଏହା…

11 months ago

ପାନୀୟ ଜଳରେ ମିଶିଲା ଡ୍ରେନ୍ ପାଣି: ରାଜଧାନୀକୁ ବ୍ୟାପିଲା ଡାଇରିଆ, ଚଢ଼ାଉ ଜୋରଦାର କଲା BMC

ଭୁବନେଶ୍ୱର,୧୬।୬: ଓଡ଼ିଶାର ବିଭିନ୍ନ ଜିଲାରେ ଡାଇରିଆ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରାଜଧାନୀରେ ହୋଟେଲରେ ଓ ଫଳ ଷ୍ଟଲଗୁଡ଼ିକରେ ନିରୀକ୍ଷଣ ଆରମ୍ଭ…

11 months ago

ମାଡୁଛି ହଇଜା: ଢାବା, ଫାଷ୍ଟଫୁଡ୍ ଓ ଖାଦ୍ୟ ଦୋକାନ ବନ୍ଦ ନିର୍ଦ୍ଦେଶ, ଏସବୁ ଖାଦ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ଯାଜପୁର,୧୬ା୬: ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ…

11 months ago