ମେଟ୍ରୋ

କୋଭିଡ୍‌-୧୯ ମୁକାବିଲା: ଓଡ଼ିଶା ଆଗରେ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ନେଇ ଦୁଇପାଦ ଆଗକୁ ଯାଇଛନ୍ତିି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ୫ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୁଖ୍ୟମନ୍ତ୍ରୀ…

6 years ago

ବାଲେଶ୍ୱରର ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ: ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ନାବାଳକ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ଥାସ୍ଥ୍ୟ…

6 years ago

ଅଧିକାରୀଙ୍କ ଅଫିସ୍‌ ଆସିବା ନିୟମ ବଦଳିଲା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍‌ କାର୍ଯ୍ୟ। ଏଥିପାଇଁ କ୍ରିଟିକାଲ ବିଭାଗର ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଓ ୫୦% କର୍ମଚାରୀ ଏବଂ…

6 years ago

କଟକଣା ସହ ଖୋଲିବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଥିଯୋଗୁ ଉଚ୍ଚଶିକ୍ଷା କ୍ଷେତ୍ର ଓ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ତେଣୁ ବିକଳ୍ପ…

6 years ago

ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ…

6 years ago

୨ ହଜାରରୁ ଊର୍ଦ୍ଧ୍ୱ ନମୁନାର ରାପିଡ୍‌ ଟେଷ୍ଟ

ଭୁବନେଶ୍ୱର, ୨୧ା୪ବ୍ୟୁରୋ): ରାଜଧାନୀକୁ ସଂକ୍ରମଣ ମୁକ୍ତ ଲକ୍ଷ୍ୟ ନେଇ ବିଏମ୍‌ସି ପକ୍ଷରୁ ରାପିଡ୍‌ ଟେଷ୍ଟ ଚାଲିଛି। ଏହି ଅଭିଯାନର ୩ୟ ଦିନ ସୋମବାରରେ ଭୁବନେଶ୍ୱରରୁ ୨ହଜାରରୁ ଊର୍ଦ୍ଧ୍ୱ…

6 years ago

ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ରାଜ୍ୟର…

6 years ago

ଇନ୍ଦୋର ଉଦାହରଣ ଦେଇ ବୁଝାଇଲେ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବାହାବା ସାଉଣ୍ଟିଛନ୍ତି ରାଜ୍ୟ ସରକାର। ତେବେ ଏହି…

6 years ago

୬ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ମୁକାବିଲା କରୁଥିବା ରାଜ୍ୟ ସରକାର ସୋମବାର ୯୧୦୦.୨୯ କୋଟି ଟଙ୍କାର ପୁଞ୍ଜିିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତିି। ଏଥିଯୋଗୁ ରାଜ୍ୟରେ ୬ ହଜାର ୫୨୫ ଜଣଙ୍କୁ…

6 years ago

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା ମଧ୍ୟ…

6 years ago