ମେଟ୍ରୋ

ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬: ରାଜଧାନୀ ଭୁବନେଶ୍ବରରୁ UAEକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ…

7 months ago

ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି…

ଭୁବନେଶ୍ୱର,୧୨ା୬: ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ…

7 months ago

ପୁରୀଦେଇ ଗତି କରୁଛି ମୌସୁମୀ, ୧୩ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ ନୟାଗଡ଼…

7 months ago

ଆଜି ପ୍ରକାଶ ପାଇବ +୩ ନାମଲେଖା ମେଧା ତାଲିକା

ଭୁବନେଶ୍ୱର,୧୨ା୬(ସୁଚିସ୍ମିତା ସାହୁ): +୩ ନାମଲେଖା ପାଇଁ ମେଧା ତାଲିକା ଗୁରୁବାର ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର…

7 months ago

ମୋହନ ସରକାରଙ୍କ ବଡ ଯୋଜନା: ପଶ୍ଚିମ, ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବ ବିଶାଳ ‘ନମୋ ଏକ୍ସପ୍ରେସ୍ ୱେ’

ଭୁବନେଶ୍ୱର,୧୧ା୬: ମୋହନ ମାଝୀ ସରକାର ରାଜ୍ୟରେ ନୂଆ ଭିତ୍ତିଭୂମି ବିକାଶ କରିବା ଲାଗି ଏକ ନୂଆ ଘୋଷଣା କରିଛନ୍ତି। ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କରି ଓଡ଼ିଶାର ପଶ୍ଚିମ…

7 months ago

ଏଣିକି ଆଧାର କାର୍ଡ ନ ଥିଲେ ବି ସ୍କୁଲରେ ନାମଲେଖାଇ ହେବ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୧୦ା୬(ସୁଚିସ୍ମିତା ସାହୁ): ଚଳିତ ବର୍ଷରୁ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏବେ ସେଥିରେ କୋହଳ କରାଯାଇଛି। ଯେଉଁ ପିଲାଙ୍କର ଆଧାର କାର୍ଡ…

7 months ago

କାଲିଠାରୁ ୭ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା) - ରାଜ୍ୟରେ କିଛିଦିନ ହେବ ଖରା, ଗୁଳୁଗୁଳି ସହ ବର୍ଷା ହେଉଛି। ହେଲେ ଗୁରୁବାରଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ତା’ସହିତ…

7 months ago

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର,୧୧।୬: ଓଡ଼ିଶା ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ…

7 months ago

ରଥଯାତ୍ରା ପରେ ୨୮ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି ଆରମ୍ଭ

ପୁରୀ,୧୧।୬: ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍‌ ୨୮ ତାରିଖରୁ ପୁଣି ଆରମ୍ଭ ହେବ। ଏହି ସୂଚନା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି।…

7 months ago

ଲୀଳାମୟଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ପୁରୀ,୧୧ା୬: ଆଜି ଅର୍ଥାତ୍‌ ବୁଧବାର ସ୍ନାନପୂର୍ଣ୍ଣିମା। ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ…

7 months ago