କଟକ ଅଫିସ,୮ା୬: ପ୍ରାକୃତିକ ବିପର୍ଯ୍ୟୟ ଓ ସହରରେ ବର୍ଷାଜନିତ ଜଳବନ୍ଦୀର ମୁକାବିଲା ପାଇଁ ବୁଧବାର ଚୌଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଏକ…
ଭୁବନେଶ୍ୱର,୮ା୬(ବ୍ୟୁରୋ): ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରାଯାଉ। କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କ ବିଶ୍ୱାସ…
ଭୁବନେଶ୍ୱର,୮ା୬(ବ୍ୟୁରୋ): ଏମ୍ସ ଭୁବନେଶ୍ୱରେ ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ମୃତଦେହ ରଖାଯାଇଛି। ଅନେକ ମୃତଦେହ ଏଯାଏ ଚିହ୍ନଟ ହୋଇପାରି ନାହିଁ। କେହି ଦାବିଦାର ନ ଥିବାରୁ ସେଗୁଡିକୁ ନେଇ…
ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ୨ ବରିଷ୍ଠ ଭାଜପା ନେତା ମୁହଁାମୁହିଁ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମଙ୍ଗଳବାର ରେଳ ଦୁର୍ଘଟଣା ଉପରେ…
ଭୁବନେଶ୍ୱର,୮ା୬(ବ୍ୟୁରୋ): ତୁଟିପାରୁନି ରାଜ୍ୟସ୍ତରୀୟ ଅମଲା କର୍ମଚାରୀଙ୍କ ଦାବି ସମ୍ପର୍କିତ ସମସ୍ୟା। ୨ଥର ଆଲୋଚନା ପରେ ବି ଏ ପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରିପାରିନାହିଁ। ଗତ ୨…
ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ଫଳ…
ଭୁବନେଶ୍ୱର,୭ା୬(ବ୍ୟୁରୋ): ଯାଜପୁର ରୋଡ ଷ୍ଟେଶନଠାରେ ବୁଧବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍ରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ…
ଭୁବନେଶ୍ୱର,୭ା୬(ବ୍ୟୁରୋ): ଯାଜପୁର ରୋଡ୍ ଷ୍ଟେଶନଠାରେ ବୁଧବାର ଅପରାହ୍ନରେ ଏକ ମାଲ୍ବାହୀ ଟ୍ରେନ୍ରେ କଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ…
ଭୁବନେଶ୍ୱର,୭ା୬(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଥିବା ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ…
ଭୁବନେଶ୍ୱର,୭ା୬(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। କାଲି ଅପରାହ୍ନ…