ମେଟ୍ରୋ

ଭୁବନେଶ୍ୱରରେ ୩ ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୧।୫(ଡି.ଏନ୍‌.ଏ.): ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ତମାଣ୍ଡୋଠାରେ ୩ଟି ନୂଆ ଅଗ୍ନିଶମ ଓ ଜରୁରିକାଳୀନ ସେବା କେନ୍ଦ୍ର ଖୋଲିଛି। ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଡିଜି ସନ୍ତୋଷ…

3 years ago

କୁକୁର କାମୁଡ଼ିଲେ, ବାହାରେ ମଳତ୍ୟାଗ କଲେ ଜରିମାନା ଦେବେ ମାଲିକ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କୁକୁର ପାଳନ ନେଇ ସ୍ବତନ୍ତ୍ର ନିୟମ କରାଯାଇଛି। ଶନିବାର କର୍ପୋରେଶନ ବୈଠକରେ ବିଧିବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ଡଗ୍‌…

3 years ago

ଗୋଇନ୍ଦା ଚିଠିକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୧ା୫(ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସା ଉପୁଜିପାରେ ବୋଲି ଗୋଇନ୍ଦା ବିଭାଗ ପୂର୍ବରୁ ରିପୋର୍ଟ ଦେଇଥିବା ଜଣାପଡ଼ିବା ପରେ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ହନୁମାନ ଜୟନ୍ତୀରେ…

3 years ago

ବିଶ୍ୱ ଶ୍ରମିକ ଦିବସ: ଶ୍ରମିକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି

ପ୍ରାୟ ସବୁ ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ମଧ୍ୟ…

3 years ago

ଆଜିଠୁ ବର୍ଷା ବଢ଼ିବା ସମ୍ଭାବନା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର ଭୁବନେଶ୍ୱରରେ ରାଜ୍ୟର…

3 years ago

ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କେନ୍ଦ୍ର ସରକାର ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଡ. ଅଜିତ ମହାନ୍ତିଙ୍କୁ ଆଟମିକ୍‌ ରିସର୍ଚ୍ଚ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ…

3 years ago

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି ଟଙ୍କା।…

3 years ago

‘କାନନ ଫଟୋକପି ମଡେଲ ପ୍ରଦର୍ଶନୀ’

ଭୁବନେଶ୍ୱର,୩୦।୪: କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଉଦ୍ୟମରେ ‘କାନନ ଫଟୋ କପି ମଡେଲର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାନନର…

3 years ago

ଟିପିସିଓଡିଏଲ୍‌ର ‘କାମ୍‌’ ପ୍ରୋଗ୍ରାମ ଉଦ୍‌ଯାପିତ

ଭୁବନେଶ୍ୱର,୩୦।୪: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଷ୍ଟମର ଆଓ୍ବାରନେସ୍‌ ମନ୍ଥସ (କାମ୍‌) ପ୍ରୋଗ୍ରାମ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ଦୀର୍ଘ…

3 years ago

ଜୀ-ସାର୍ଥକର ‘ନାଲିବିନ୍ଦୁ’ ଅଭିଯାନ ପୁରସ୍କୃତ

ଭୁବନେଶ୍ୱର,୩୦।୪: ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ସଚେତନତାଭିତ୍ତିକ କାର୍ଯ୍ୟ ‘ନାଲିବିନ୍ଦୁ’ ନିକଟରେ ପୁରସ୍କୃତ ହୋଇଛି। ବିଶେଷକରି ଗତ ରଜରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ତଥା ସମାଜରେ…

3 years ago