ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା
ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ। ଗାଧୋଇବା ବେଳେ ହାଲୁକା ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇବା ଦ୍ୱାରା ଏହା…
ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ
ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ।…
ବ୍ରେନ୍ଷ୍ଟ୍ରୋକ୍ରୁ ଦୂରେଇ ରଖେ ଏହି ଚା’…
ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ ମସ୍ତିଷ୍କ ପାଇଁ ବେଶ ଲାଭଦାୟକ। ଅଭ୍ୟାସ କରି ସକାଳେ ଅଧାକପ ପାନମଧୁରୀ ଚା’ ପିଇଲେ…
ଅଧିକ ଦିନ ହେଲା କାଶ ଲାଗିରହିଛି କି, ସତର୍କ ହୋଇଯାନ୍ତୁ
ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା ଘାତକ ହୋଇପାରେ। କାରଣ କାଶ ଯୋଗୁ ଫୁସ୍ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ।…
ଅର୍ଶ ଭଲ କରେ ପିଜୁଳି
ପିଜୁଳିକୁ ହିନ୍ଦୀରେ ଅମୃଦ୍ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। -କୋଷ୍ଠ କାଠିନ୍ୟ ହେଉଥିଲେ ନିୟମିତ ପିଜୁଳି ଖାଇଲେ ଏହି…
ଇ-ଫୁ ନୁଡଲ୍ସ
ନୁଡଲ୍ସ ଏବେ ପ୍ରତିଟି ଘରେ ପସନ୍ଦ ହୋଇଛି। କମ୍ ସମୟ ଭିତରେ ପ୍ରସ୍ତୁତି ଓ ସୁସ୍ବାଦୁ ହୋଇଥିବାରୁ ଲୋକଙ୍କ ଆଦର ବେଶ୍ ଅଧିକ ଏହା ପ୍ରତି। ଆଗେ ଜଳଖିଆରେ ସାମିଲ ହେଉଥିବା ନୁଡଲ ଏବେ ମେନ୍ କୋର୍ସକୁ ରୂପାନ୍ତରିତ ହୋଇଗଲାଣି। ରାଜଧାନୀରେ…
ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ
କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ…
ଗ୍ୟାସ୍ଟ୍ରିକ୍ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…
ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍ଟ୍ରିକ୍ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ ବୋଲି ଆମେରିକା ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଗବେଷକ ନିଜ ଗବେଷଣା ରିପୋର୍ଟରେ ସୂଚିତ…
ପିଲାମାନେ କେତେ ସମୟ ବ୍ୟାୟାମ କରିବା ଦରକାର
ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ଆଣ୍ଡ୍ ହ୍ୟୁମାନ ସର୍ଭିିସ ଗାଇଡ୍ ଲାଇନ ଅନୁଯାୟୀ ୬ କିମ୍ବା ଏହାଠାରୁ ଅଧିକ ବୟସର…
ବଦଳୁଥିବା ସିଜନ୍ରେ ନିଜକୁ ସୁସ୍ଥ, ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ
ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍ରେ ନିଜକୁ ସୁସ୍ଥ ଓ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ…
ଏହି ୪ଟି ରୋଗରେ ଆକ୍ରାନ୍ତ ଲୋକ କାଜୁଠାରୁ ଦୂରେଇ ରୁହନ୍ତୁ
ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ ମିଠା କେବଳ କାଜୁରେ ହିଁ ପ୍ରସ୍ତୁତି ହୋଇଥାଏ।…
ନିତି ଏହି ଜୁସ୍ରୁ ଅଧାକପ୍ ରଖେ ହାର୍ଟ ଆଟାକ୍ରୁ ଦୂରେଇ…
ସକାଳେ ଅଧାକପ୍ ତରଭୁଜ ଜୁସ୍ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍କୁ ନିୟମିତ ପିଇଲେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ…
Archives


