ଜୀବନଚର୍ଯ୍ୟା

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାତ ହୋଇଥାଏ ବୋଲି ବୁଦାପେଷ୍ଟ କେନ୍ଦ୍ରୀୟ ବିଶ୍ୱ…

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଯାଏ। ସ୍ବିଡେନ୍‌ରେ ୮୦୦ ମହିଳାଙ୍କ ଉପରେ ଏକ ଗବେଷଣା…

ଏହି ଚାଉଳ ଖାଇଲେ ବଢ଼େ ଡାଇବେଟିସ୍‌…

ଧଳା ଚାଉଳ ଭାତ ଖାଇବାକୁ କେତେକ ଭଲ ପାଆନ୍ତି। ଏହା ରୁଚିକର। କିନ୍ତୁ ଧଳା ଚାଉଳ ଡାଇବେଟିସ୍‌ ଟାଇପ୍‌-୨ ବୃଦ୍ଧି କରିଥାଏ। ଦିନକୁ ୧୬୦ ଗ୍ରାମ୍‌ ଧଳା ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କଠାରେ ଡାଇବେଟିସ୍‌ ଟାଇପ୍‌-୨ ପ୍ରାୟ ୧୧ ଶତକଡ଼ା ବୃଦ୍ଧି…

ରାତ୍ରଭୋଜନ

ରାତ୍ରଭୋଜନ ସହଜରେ ହଜମ ହେଉଥିବା ଦରକାର। ରାତିରେ ଯଦି ଆମେ ଗରିଷ୍ଠ ଖାଦ୍ୟ ଖାଇବା ତେବେ ତାହା ହଜମଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହି ସମୟରେ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ। ରାତ୍ରଭୋଜନରେ ସବୁବେଳେ ସୁପାଚ୍ୟଯୋଗ୍ୟ…

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ ଉପଲବ୍ଧ। ନିକଟରେ ଆଉ ଏକ ଉପାୟ ଦ୍ୱାରା ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଏକ…

ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ ହାତଛଡ଼ା କରି ନ ଥାନ୍ତି। ପାଠ ପଢ଼ାପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ମା’ବାପା…

ସ୍ମାର୍ଟ ରୋବୋ ରୋଗୀଙ୍କ ପାଇଁ ବରଦାନ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରୋବଟ୍‌ ବା ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ନିକଟରେ ଜାପାନର ବୈଜ୍ଞାନିକମାନେ ଏପରି ଏକ ରୋବୋ ତିଆରି କରିଛନ୍ତି ଯାହା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ବିଶେଷଭାବରେ ଷ୍ଟ୍ରୋକ୍‌ ରୋଗୀଙ୍କ ପାଇଁ ଏହି…

ଓଜୋନ ରଖିଛି ଜୀବନ

ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ”ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନ ସ୍ତର ଭୂପୃଷ୍ଠକୁ…

ସ୍ମରଣଶକ୍ତି ବଢ଼ାଇବାର ସହଜ ଉପାୟ

ସାଧାରଣତଃ ବୟସ ବଢ଼ିବା ସହ ସ୍ମରଣଶକ୍ତିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ଅପରପକ୍ଷରେ ମସ୍ତିଷ୍କଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏପରି ଅସୁବିଧା ସୃଷ୍ଟି ହେବା ଆଶଙ୍କା ଥାଏ। ତେବେ ଏହାକୁ ବଢ଼ାଇବାର ଏକ ସରଳ ଉପାୟ ରହିଛି। ଏପରି ବିଷୟବସ୍ତୁ ଉପରେ ନିକଟରେ…

ବିଜ୍ଞାନ ଈଶ୍ୱରଙ୍କୁ ହତ୍ୟାକରେ ନାହିଁ

”୧୯୯୯ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନସ ଜେ.ଜି. ଭେଲ୍‌ମ୍ୟାନ୍‌ଙ୍କ ମତରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସେତୁବନ୍ଧଟିଏ ନିର୍ମାଣ କରିବା ସଂଗତି ଏବଂ ଅସଂଗତି ମଧ୍ୟରେ ତାହା କରିବା ଭଳି ମନେହୋଇପାରେ, କିନ୍ତୁ ବିଜ୍ଞାନକୁ ସମାଜର ସଂଖ୍ୟାଗରିଷ୍ଠ…

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ। ଡାକ୍ତର ବସନ୍ତ ଲାଡଙ୍କ ଦ୍ୱାରା ଲିଖିତ ‘ଏ କମ୍ଲିଟ୍‌ ବୁକ୍‌ ଅଫ୍‌ ଆୟୁର୍ବେଦିକ ରିମେଡିଜ୍‌’ରେ ସଦାବିହାରୀର…

ଅହଂଭାବ ଦୂର କରିବାର ସୂତ୍ର

ସମ୍ପର୍କ ଭିତରେ ଯେବେ ଅହଂଭାବ ଆସିଯାଏ ସେତେବେଳେ ସମ୍ପର୍କରେ ଦେଖାଦିଏ ଫାଟ । ତେଣୁ ଏହାକୁ ଯଥାଶୀଘ୍ର ମନରୁ ଦୂରେଇ ଦେବା ନିହାତି ଆବଶ୍ୟକ । ତେବେ କିଛି ସହଜ ଉପାୟ ଅବଲମ୍ବନ କରି ଏହାକୁ ଦୂରେଇ ଦେଇହେବ । *…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri