ଜେଏନ୍ୟୁ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ
ନୂଆଦିଲ୍ଲୀ,୬।୧: ରାଜଧାନୀ ଦିଲ୍ଲୀରେ ଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ରେ ରବିବାରଠାରୁ ଉପୁଜିଥିବା ହିଂସା ଘଟଣାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ…
ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା
ନୂଆଦିଲ୍ଲୀ,୬।୧: ଜେଏନ୍ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ଏହା ବାମପନ୍ଥୀ ଛାତ୍ରଙ୍କ କାଣ୍ଡ ବୋଲି କହିଛନ୍ତି। ଏହା ଯୋଗୁ ବିଶ୍ୱବିଦ୍ୟାଳୟ…
ଜେଏନ୍ୟୁ ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ
ନୂଆଦିଲ୍ଲୀ, ୬।୧: ଜେଏନ୍ୟୁ କ୍ୟାମ୍ପସ୍ରେ ରାତି ଅନ୍ଧାରରେ ହୋଇଥିବା ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ରାତିରେ କିଛି ଦୁର୍ବୁତ୍ତ କ୍ୟାମ୍ପସ୍ରେ ପଶି ଭଙ୍ଗାରୁଜା କରିବା ସହିତ ଠେଙ୍ଗା ଏବଂ ଲୁହାଛଡ଼ରେ ଛାତ୍ରଙ୍କୁ ପିଟିବା ସହିତ ଛାତ୍ରୀ ହଷ୍ଟେଲରେ ପଶି…
ଜେଏନ୍ୟୁରେ ହିଂସା: ୨୫ ଆହତ
ନୂଆଦିଲ୍ଲୀ,୬ା୧(ଆଇଏଏନ୍ଏସ୍): ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ରବିବାର ରାତିରେ କେତେଜଣ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କାଠଫାଳିଆ ଓ ଲୁହାରଡ୍ରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଜେଏନ୍ୟୁ ଛାତ୍ର ସଂଘର ସଭାନେତ୍ରୀ ଐଶେ ଘୋଷ, କେତେଜଣ…
Archives


