ଆଇପିଏଲ୍‌

ଓ୍ବାର୍ଣ୍ଣରଙ୍କୁ ଛାଡୁନି ‘ପୁଷ୍ପା’ ଫିଭର୍‌

ମୁମ୍ବାଇ,୨୧।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଉଇକେଟରେ ବିଜୟ ଦେଇଥିଲେ। ୱାର୍ଣ୍ଣର ୩୦ଟି ବଲରୁ ୬୦ ରନ୍‌ କରି ଅପରାଜିତ…

ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ: ପଞ୍ଜାବ କିଙ୍ଗସର ଶୋଚନୀୟ ପରାଜୟ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ୯ ଉଇକେଟ୍‌ରେ ପଞ୍ଜାବ କିଙ୍ଗସକୁ କରିଛି। ୧୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୫୭ ବଲ୍ ବାକି ଥାଇ ଦିଲ୍ଲୀ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ଲକ୍ଷ୍ୟ…

ଆଜିର ମ୍ୟାଚ୍‌କୁ ନେଇ ବଢିଲା ସସ୍‌ପେନ୍ସ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଜଣେ ବିଦେଶୀ ବୋଲି ଜଣାପଡିଛି। ଏହି କାରଣରୁ…

ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୮୨ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୨୦…

ପ୍ଲେସିସିଙ୍କ ବିସ୍ଫୋରକ ବ୍ୟାଟିଂ, ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୨…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ…

ଟସ୍‌ ଜିତିଲା ଏଲ୍‌ଏସ୍‌ଜି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ…

କରୋନା ସଙ୍କଟ, ଡିସି-ପିବିକେଏସ୍‌ ମ୍ୟାଚ୍‌ ପୁଣେରୁ ମୁମ୍ବାଇ ସ୍ଥାନାନ୍ତର…

ମୁମ୍ବାଇ, ୧୯।୪ : ଆଇପିଏଲ ୨୦୨୨ରେ କରୋନା ସଂକ୍ରମଣ ଘଟିଛି। ସୋମବାର ଦିନ ଦିଲ୍ଲୀ କ୍ୟାପିଟାଲର ଖେଳାଳି ମିଚେଲ ମାର୍ଶ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଦଳର ଫିଜିଓ ପାଟ୍ରିକ ଫରହାର୍ଟ ଏବଂ ଦଳର ଡାକ୍ତର ସାଲଭି ମଧ୍ୟ…

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଜୋସ ବଟଲର୍‌…

ମାର୍ଶ ପଜିଟିଭ ପରେ ନେଗେଟିଭ

ମୁମ୍ବାଇ, ୧୮ା୪ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ୍‌ ପାଇଁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯିବ କି…

ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ନେବା ଧାରା ଜାରି

ମୁମ୍ବାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୩୦ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଚାଲିଛି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍‌ ଲିଗ୍‌ରେ ଟସ୍‌ ଜିତି ବୋଲିଂ ନେବା…

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ ଏବେ ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏବେ ପୂରା…

ମିଲରଙ୍କ ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇକୁ ହରାଇଲା ଗୁଜରାଟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ ରେ ଗୁଜରାଟ ଟାଇଟାନ୍ସ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ଉଇକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri