ଆଇପିଏଲ୍‌

ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌  

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ  ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ।...

ଜିତିବା ପରେ ରୋହିତଙ୍କୁ କମେଣ୍ଟ ମାରିଲେ କୋହଲି! କହୁ କହୁ କହିଦେଲେ ଏମିତି

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟ୍ରଫି ଜିତିଛି। RCB ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚରେ ଆରସିବିର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

କାହିଁକି ‘୧୮ ନମ୍ବର’ ବିରାଟ କୋହଲିଙ୍କ ପାଇଁ ଖାସ୍‌: ନିଜେ କଲେ ଖୁଲାସା

ଅହମଦାବାଦ,୪।୬: IPL 2025ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। RCB ର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଟ୍ରଫି ବିରାଟ କୋହଲିଙ୍କ ପାଇଁ...

RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍‌ସିବି ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ...

RCB ନ ଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେବି… ମହିଳା ପ୍ରଶଂସକଙ୍କ ଧମକ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୨।୬: IPL 2025ର ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ବାକି ଅଛି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ଉତ୍ସାହ ବଢିଯଇଛି। କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସ ଉପରେ ଚମତ୍କାର ବିଜୟ ପରେ RCB ଫାଇନାଲରେ ପହଞ୍ଚିଛି। RCB...

IPLରେ ଐତିହାସିକ ରେକର୍ଡ କଲେ ଶ୍ରେୟସ ଆୟର: ଏକମାତ୍ର ଖେଳାଳି ଭାବେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୨।୬: IPL-2025 ରେ କ୍ୱାଲିଫାୟର-୨ ଖେଳାଯାଇଥିଲା। ଏଥିରେ ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ପଞ୍ଜାବ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ପୂର୍ବରୁ ୨୦୧୪ ମସିହାରେ ଦଳ ଟାଇଟଲ ମ୍ୟାଚ ଖେଳିଥିଲା। ଏହି ସିଜିନର...

ଏଥର RCB ହେବ ଆଇପିଏଲ୍‌ ଚାମ୍ପିୟନ୍‌! ଏହି ରେକର୍ଡ କହୁଛି ସବୁକିଛି, ଷ୍ଟେନ୍‌ କହିଲେ…

ନୂଆଦିଲ୍ଲୀ,୩୧।୫: IPL 2025ର ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି RCB ଫାଇନାଲରେ ପ୍ରବେଶ କରିଛି। IPL 2025ର ଫାଇନାଲ ୩ ଜୁନରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। IPL ଇତିହାସରେ ଚତୁର୍ଥ ଥର...

ଏହି ଟିମ୍‌ ହେବ ଆଇପିଏଲ୍‌ ଚାମ୍ପିୟନ: ବଡ଼ ଭବିଷ୍ୟବାଣୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୫: IPL 2025ର ପ୍ଲେଅଫରେ ପହଞ୍ଚିଥିବା ୪ଟି ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏମାନଙ୍କ ମଧ୍ୟରୁ ବେଙ୍ଗାଲୁର ଏବଂ ପଞ୍ଜାବ କେବେ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତି...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ବଡ଼ ଓଲଟପାଲଟ: ଦେଖନ୍ତୁ କିଏ ଏହି ଦୌଡ଼ରେ ଅଛନ୍ତି

ନୂଆଦିଲ୍ଲୀ,୨୮।୫: IPL 2025ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ RCB ଲକ୍ଷ୍ନୌକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ମ୍ୟାଚରେ ବିରାଟ କୋହଲି ଏବଂ RCB ଅନେକ ରେକର୍ଡ କରିଥିଲେ। ବେଙ୍ଗାଲୁରୁ...

ବଡ଼ ଅପରାଧ କରିଦେଲେ ରିଷଭ ପନ୍ତ: ୩୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ଚଳିତ ସିଜିନର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତ ଆରସିବି ବିପକ୍ଷରେ ୧୧୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ‘ଫ୍ଲିପ’ କରି ତାଙ୍କର ଶତକ...

ହଠାତ୍‌ ଧୋନୀଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ: ଭିଡିଓ ଭାଇରାଲ୍‌

ଜୟପୁର,୨୧।୫: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରାଜସ୍ଥାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)...

ପଞ୍ଜାବ ମାଲିକାଣୀଙ୍କୁ ଝଟ୍‌କା ଦେଲା BCCI: PBKS vs DC ମ୍ୟାଚ୍‌କୁ ନେଇ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୫: IPL 2025 ସ୍ଥଗିତ ହେବା ପୂର୍ବରୁ, ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ବନ୍ଦ କରିଦିଆଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ଯେତେବେଳେ ମ୍ୟାଚ ବନ୍ଦ ହୋଇଥିଲା, ସେମାନଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri