ପାକିସ୍ତାନର ନୂଆ ଚାଲ୍: ରାତାରାତି କଲା …
ଇସଲାମାବାଦ,୧୩।୮: ଉତ୍ତର କଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ବିଳମ୍ବିତ ରାତିରେ ଏକ ବଡ଼ ଉତ୍ତେଜନା ଦେଖାଯାଇଛି। ସୁରକ୍ଷା ପାଇଁ ଏଠାରେ ନିୟୋଜିତ ଭାରତୀୟ ସେନାର ସୈନିକମାନେ BAT ଆକ୍ରମଣକୁ ପଣ୍ଡ କରିଥିଲେ। BAT ଅର୍ଥାତ୍ ସୀମା...
ବିଳିବିଳାଉଛି ପାକିସ୍ତାନ: ଭାରତକୁ ଖୋଲା ଧମକ ଦେଲେ ଶେହବାଜ
ନୂଆଦିଲ୍ଲୀ,୧୩।୮: ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ଅସ୍ଥାୟୀ ଭାବରେ ସ୍ଥଗିତ କରିବା ପରେ ପାକିସ୍ତାନ ବାରମ୍ବାର ନିଜର ରାଗ ପ୍ରକାଶ କରୁଛି। ପ୍ରତିଦିନ ପାକିସ୍ତାନର ସାମରିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ବୟାନ ଦେଉଛନ୍ତି। ସିନ୍ଧୁ...
ପାକିସ୍ତାନ ପ୍ରତି ବଢୁଛି ଆମେରିକା ପ୍ରେମ: ଶାନ୍ତି ଦୂତ କହି ଦେଲା ବଡ଼ ପ୍ରମାଣ
ଓ୍ବାଶିଂଟନ,୧୩।୮: ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ସମ୍ପ୍ରତି ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ଏବେ ଆମେରିକାର ସ୍ବର ମଧ୍ୟ ପରିବର୍ତ୍ତନ ହୋଇଥିବା ପରି ମନେ ହେଉଛି।...
ପ୍ରଥମ ଥର ଟ୍ରମ୍ପଙ୍କ ଟାରିଫ୍ ଉପରେ କଡ଼ା ଜବାବ ଦେଲେ ମୋଦି, ଭୟରେ ଆମେରିକା
ନୂଆଦିଲ୍ଲୀ,୧୩।୮: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ବାର୍ଥ ସହିତ କୌଣସି ସାଲିସ...
ଏହି ଅସଲ କାରଣ ପାଇଁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ କରିବେ ସାକ୍ଷାତ
ଓ୍ବାଶିଂଟନ,୧୩।୮: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍ ନେଇ ବିବାଦ ରହିଛି। ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତ ବିଷୟରେ ବଡ଼ ସୂଚନା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ହଠାତ୍ ସୀମାରେ ହଜାର ହଜାର ସେନା ମୁତୟନ କଲା ପାକିସ୍ତାନ, ଭାରତକୁ…
ଇସଲାମବାଦ,୧୨।୮:ପାକିସ୍ତାନ ଭାରତକୁ ଧମକ ଦେଉଛି, ପ୍ରଥମେ ସେନା ମୁଖ୍ୟ ଅସୀମ ମୁନିର ଆମେରିକୀୟ ମାଟିରୁ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ, ତା’ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ସମାନ ମୂର୍ଖତା କରିଥିଲେ। ଏହି ସମୟରେ, ଏକ ରିପୋର୍ଟ ଆସିଛି...
ଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି, ବିଶ୍ୱର ଶ୍ରେଷ୍ଠ-୨୦ରେ କଲେ ପ୍ରବେଶ
ମୁମ୍ବାଇ,୧୨।୮: ଶେୟାର ବଜାରରେ ଲଗାତାର ଛଅ ସପ୍ତାହର ହ୍ରାସ ପରେ ସୋମବାର ତା ୮ ଅଗଷ୍ଟରେ ଏକ ବୃହତ୍ ଉଛାଳ ଦେଖିବାକୁ ମିଳିଛି। ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ପାଇ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଛି, ସେହିପରି ନିଫ୍ଟି ୨୨୧.୭୫...
ଭାରତର ସଙ୍କଟମୋଚକ ସାଜିବେ ଏହି ୨ ଦେଶ: ଟ୍ରମ୍ପଙ୍କୁ ପାନେ ଦେବାକୁ ଯୋଜନା
ଓ୍ବାଶିଂଟନ୍,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। ଭାରତ ଏବେ ଆମେରିକାର ଏହି ଟାରିଫ୍କୁ ମୁକାବିଲା କରିବାର ଉପାୟ ଖୋଜୁଛି। ଭାରତ ଏବେ ସେହି ରୁଷିଆର ବଜାର ଆଡ଼କୁ ଚାହିଁ ରହିଛି,...
ଭାରତ ଜବାବ ଶୁଣି ରାଗିଗଲା ପାକିସ୍ତାନ: ପୁଣି ବିଷ ଓଗାଳିଲା
ଇସଲାମାବାଦ୍,୧୨।୮: ପାକିସ୍ତାନ ଏପର୍ଯ୍ୟନ୍ତ ଅନେକ ଥର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇସାରିଛି। ଅପରେଶନ ସିନ୍ଦୂର ସମୟରେ ମଧ୍ୟ ଏହା ତାର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲର ଉଚିତ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏହାର...
ମଧ୍ୟବିତ୍ତ ପରିବାରକୁ ଖୁସିଖବର ଦେଲେ ଟ୍ରମ୍ପ, ଏତେ କମିଯିବ ସୁନା ଦର!
ଓ୍ବାଶିଂଟନ୍,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ...
ସକାଳୁ ସକାଳୁ ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଲୋକଙ୍କୁ ମିଳିଲା ଆଶ୍ୱସ୍ତି, ସାରା ବିଶ୍ୱରେ…
ଓ୍ବାଶିଂଟନ୍,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି...
ମୁନିର ଜଣେ ହିଟଲର୍, ୩୦ ମିନିଟ୍ରେ ତାଙ୍କୁ ଆମେରିକାରୁ ତଡ଼ିଦେବାର ଥିଲା: ପେଣ୍ଟାଗନ ଅଧିକାରୀ ଦେଲେ ବଡ଼ ବୟାନ
ଓ୍ବାଶିଂଟନ୍,୧୨।୮: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ପରେ ସମ୍ପ୍ରତି ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ସମୟରେ, ଅସୀମ ମୁନିର କହିଥିଲେ ଯେ, ଯଦି କେହି ପାକିସ୍ତାନକୁ ବୁଡ଼ାଇବାକୁ ଚେଷ୍ଟା କରନ୍ତି,...
Archives


