ଅନ୍ତର୍ଜାତୀୟ

ଭାରତ ଉପରେ ଟ୍ରମ୍ପ ଟାରିଫ୍‌ ଲଗାଇବା ପରେ ଆସିଲା ଚାଇନାର ପ୍ରଥମ ପ୍ରତିକ୍ରିୟା: ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି, ଯାହା ଉତ୍ତେଜନା ବୃଦ୍ଧି କରିଛି। ଏହି ସମୟରେ, ଚାଇନା ମଧ୍ୟ ଭାରତକୁ ସମର୍ଥନ କରିଛି ଏବଂ ଆମେରିକା ଉପରେ ରାଗିଯାଇଛି। ଭାରତ ଏବଂ…

ଭାରତ ଉପରେ କାହିଁକି ଟାରିଫ୍‌ ଲଗାଇଲେ ଟ୍ରମ୍ପ, କହିଲେ ଏହି ବଡ଼ କାରଣ…

ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍‌ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫%…

ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା କରିବ ନାହିଁ ଆମେରିକା, ଟାରିଫ ବୃଦ୍ଧି ପରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ସହିତ ଆଉ ବାଣିଜ୍ୟ ଆଲୋଚନାରୁ ପଛଘୁଞ୍ଚା ଦେଇଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ…

ଟ୍ରମ୍ପଙ୍କୁ ଲାଗିବ ଜବରଦସ୍ତ ଝଟକା! ଟାରିଫ ବମ ଭିତରେ ଭାରତ ଗସ୍ତ କରିବେ ପୁଟିନ, NSA ଅଜିତ ଡୋଭାଲ କହିଲେ…

ନୂଆଦିଲ୍ଲୀ,୭।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ମସ୍କୋରେ ଥିବା ଡୋଭାଲ ତାରିଖ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି ଅନୁଯାୟୀ,…

ପୁଟିନ ହଁ କହି ଦେବାରୁ ଖୁସିରେ ଗଦଗଦ ହେଲେ ଟ୍ରମ୍ପ, ହୋଇପାରେ ବଡ଼ ଆଲୋଚନା

ଓ୍ବାଶିଂଟନ,୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁତ ଶୀଘ୍ର ଭେଟିପାରନ୍ତି। ମସ୍କୋରେ ଟ୍ରମ୍ପଙ୍କ ବିଶେଷ ଦୂତ ଏବଂ ପୁଟିନଙ୍କ ମଧ୍ୟରେ ଏକ ସଫଳ ଆଲୋଚନା ପରେ ଏହି ବିବୃତ୍ତି ଆସିଛି।…

ପାକିସ୍ତାନ ସହ ପ୍ରେମ, ବନ୍ଧୁ ସହ ଶତ୍ରୁ ପରି ବ୍ୟବହାର, ଟାରିଫ ଓ୍ବାର ଭିତରେ ମୁନିରଙ୍କୁ କାହିଁକି ନିମନ୍ତ୍ରଣ କଲା ଆମେରିକା? ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୮: ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟପଟେ, ପାକିସ୍ତାନ ସେନା ମୁଖ୍ୟ ପୁଣି ଥରେ ଆମେରିକା ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଅସୀମ ମୁନିର ଦୁଇ ମାସ ମଧ୍ୟରେ…

କାହିଁକି ଭାରତ ଉପରେ ବଢୁଛି ଟ୍ରମ୍ପଙ୍କ ରାଗ: ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୭।୮: ଭାରତ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆମେରିକା ପୁଣି ଥରେ ଏକ ବଡ଼ ଝଟକା ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫% ଟାରିଫ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା…

ପୁଣି ୧୦୦% ଟାରିଫ୍‌ ଲଗାଇବେ ଟ୍ରମ୍ପ! କହିଦେଲେ ସାଂଘାତିକ କଥା…

ଓ୍ବାଶିଂଟନ,୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମ୍ପ୍ୟୁଟର ଚିପ ଓ ସେମିକଣ୍ଡକ୍ଟର ଉପରେ ୧୦୦% ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଯଦି କମ୍ପାନୀମାନେ ଆମେରିକାରେ ଉତ୍ପାଦନ ନ କରନ୍ତି ତେବେ ଏହି ଟାରିଫ ଲାଗୁ ହେବ। ଟ୍ରମ୍ପ କହିଛନ୍ତି, ଆମେ…

ଯୁଦ୍ଧବିରତି କ୍ରେଡିଟ ନ ମିଳିବାରୁ କ୍ଷୁବ୍ଧ ଅଛନ୍ତି ଟ୍ରମ୍ପ: ରାଗରେ ଭାରତ ଉପରେ ସୁଝାଉଛନ୍ତି ରାଗ

ନୂଆଦିଲ୍ଲୀ, ୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇବା ପାଇଁ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ସୃଷ୍ଟି କରିଛି। ଏହା…

ଡୋଭାଲ ମସ୍କୋରେ, ଚାଇନା ଯିବେ ମୋଦି…ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ପ୍ଲାନ!

ନୂଆଦିଲ୍ଲୀ,୭।୮: ଭାରତକୁ ଶୁଳ୍କ ନେଇ ବାରମ୍ବାର ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି। ଭାରତ ସହିତ ସମ୍ପର୍କ ନଷ୍ଟ କରିବା ପାଇଁ ସେ କେବଳ ନିଜ ଘରେ ସମାଲୋଚନାର ଶିକାର ନୁହଁନ୍ତି,…

ଟ୍ରମ୍ପଙ୍କ ୫୦% ଟାରିଫ୍‌ ମାଡ଼, ଭାରତକୁ ହେବ ଫାଇଦା! ହୋଇଗଲା ବଡ଼ ପ୍ଲାନ

ନୂଆଦିଲ୍ଲୀ,୭।୮: ଭାରତୀୟ ଅର୍ଥନୀତି ପାଇଁ ଖରାପ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ ୨୫% ଅତିରିକ୍ତ ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଏହା ସହିତ ରୁଷିଆରୁ ତୈଳ ଏବଂ ଅସ୍ତ୍ରଶସ୍ତ୍ର କିଣୁଥିବା କାରଣରୁ ଭାରତକୁ ଅତିରିକ୍ତ…

ବଡ଼ ଗେମ୍‌ ଖେଳୁଛନ୍ତି ମୋଦି! ଫସିବ ଆମେରିକା

ନୂଆଦିଲ୍ଲୀ,୭।୮: ଆମେରିକା ଭାରତର ସମସ୍ୟା ବୃଦ୍ଧି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ତଦନୁସାରେ, ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପଙ୍କ ଏକପାଖିଆ ଶୁଳ୍କ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri