ଟେନସନରେ ପଡିଲେ ଜିନପିଙ୍ଗ, ଦୌଡି ଦୌଡି ଆସି ପହଞ୍ଚିଲେ ଟ୍ରମ୍ପଙ୍କ ପାଖରେ…
ବେଜିଂ,୨୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ‘ଟାରିଫ୍ ରାଜା’। ଉତ୍ତେଜନା ବୃଦ୍ଧି କରି ସେ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫% ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ବୁଧବାରଠାରୁ କାର୍ଯ୍ୟକାରୀ ହେବ। କେବଳ ଏତିକି ନୁହେଁ,…
ଚାଇନା ମାଟିରେ ୩୧ ଅଗଷ୍ଟରେ ହେବ ପାଓ୍ବାର ଶୋ’, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି, ପୁଟିନ, ଜିନପିଙ୍ଗ
ନୂଆଦିଲ୍ଲୀ,୨୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଯଦି କୌଣସି ଦେଶ ରୁଷିଆରୁ ତେଲ କିଣେ, ତେବେ ତାକୁ କଠୋର ଶୁଳ୍କର ସମ୍ମୁଖୀନ ହେବାକୁ ପଡ଼ିବ। ଆମେରିକା…
ବାଂଲାଦେଶର ପିଛା ଛାଡୁନାହିଁ ୧୯୭୧ର ପାପ, ବାଂଲାଦେଶ ପୁଣି କଲା ଏମିତି ଦାବି
ଢାକା,୨୬।୮: ଦୀର୍ଘ ୩ବର୍ଷର ବ୍ୟବଧାନ ପରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ବାଂଲାଦେଶ ଗସ୍ତ ପୁଣି ଥରେ ୧୯୭୧ର କ୍ଷତ ଖୋଲିଦେଲା। ଏହି ଗସ୍ତକୁ ନେଇ ପାକିସ୍ତାନରେ ବହୁତ ଆଶା ଥିଲା ଯେ ଏହା ଦୁଇ ଦେଶ…
ଆଉ ପୁଟିନ-ଜେଲେନସ୍କିଙ୍କୁ ଭେଟିବାକୁ ଚାହୁଁନାହାନ୍ତି ଟ୍ରମ୍ପ: ସିଧା ସିଧା କହିଲେ…
ଓ୍ବାଶିଂଟନ୍,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି, ପୁଟିନ ତାଙ୍କୁ…
ଇରାନ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କଲା ଅଷ୍ଟ୍ରେଲିଆ, ଇରାନୀ ରାଷ୍ଟ୍ରଦୂତଙ୍କୁ କଲା ବହିଷ୍କାର
ସିଡନୀ,୨୬।୮: ଅଷ୍ଟ୍ରେଲିଆ ଏବଂ ଇରାନ ମଧ୍ୟରେ ସମ୍ପର୍କରେ ଫାଟ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ଇରାନ ସହିତ କୂଟନୈତିକ ସମ୍ପର୍କ ଭାଙ୍ଗି ଦେଇଛି। ଏହା ଇରାନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଦେଶରୁ ବହିଷ୍କାର କରିଛି। ଅଷ୍ଟ୍ରେଲିଆର…
ଟ୍ରମ୍ପଙ୍କ ସହ ମିଟିଂ ପରେ ବଡ଼ ଖେଳ କରିଦେଲେ ପୁଟିନ୍, ପଠାଇଲେ…
ମସ୍କୋ,୨୬।୮: ରୁଷିଆ ପୁଣି ଥରେ ଆଲାସ୍କା ନିକଟରେ ଏକ ଗୁପ୍ତଚର ବିମାନ ମୁତୟନ କରିଛି। ଏହି ସପ୍ତାହରେ ଏହା ତୃତୀୟ ଥର ପାଇଁ ଆମେରିକାକୁ ଏହାର ଲଢ଼ୁଆ ବିମାନ ପଠାଇ ଜବାବ ଦେବାକୁ ପଡିଛି। ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ…
ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍ଲାଇନ୍, ୨୭ ଅଗଷ୍ଟ ରାତି ୧୨.୦୧ରୁ …
ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ ମଧ୍ୟରେ…
ଚାଇନାକୁ ଧମକାଇଲାଣି ଆମେରିକା, ଡ୍ରାଗନ ଭାରତର ନିକଟତର ହେବାରୁ ବଢୁଛି ଚିନ୍ତା?
ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ, ବର୍ତ୍ତମାନ ଏହାର ସମୟସୀମା ଶେଷ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ, ଟ୍ରମ୍ପ ଚାଇନାକୁ ଧମକ…
ଆମେରିକାକୁ ବାଏ-ବାଏ… ଭାରତ କରିଦେଲା ବଡ ଖେଳ, ଏବେ କେବଳ ବିଶ୍ୱସ୍ତ ବନ୍ଧୁମାନଙ୍କ ସହିତ କରୁଛି କାରବାର
ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ ପ୍ରାଥମିକ…
ତିବ୍ବତରେ ବିଶାଳ ଡ୍ୟାମ ନିର୍ମାଣ କରୁଛି ଚାଇନା: ଭାରତରେ ସୃଷ୍ଟି ହେଲା ଜଳଯୁଦ୍ଧର ଆଶଙ୍କା
ନୂଆଦିଲ୍ଲୀ,୨୫ା୮: ଚାଇନା ତିବ୍ଦତର ମେଦୋଗ କାଉଣ୍ଟିରେ ବ୍ରହ୍ମପୁତ୍ର ନଦୀ (ତିବ୍ଦତୀୟ ନାମ: ୟାରଲୁଙ୍ଗ ଜାଙ୍ଗବୋ) ଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଭାରତ ଓ ବାଂଲାଦେଶରେ ଜଳ ସୁରକ୍ଷା ନେଇ ଗଭୀର ଚିନ୍ତା ସୃଷ୍ଟି…
ବଡ଼ ଦୃଦୟ ଦେଖାଇଲା ଭାରତ: ପାକିସ୍ତାନକୁ କହିଲା…
ନୂଆଦିଲ୍ଲୀ,୨୫।୮: ଜମ୍ମୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ଶୀତଳଭଣ୍ଡାରରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ…
ଅପରେଶନ ସିନ୍ଦୂର ପରେ ପ୍ରଥମଥର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବେ ମୋଦି
ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘର ମଞ୍ଚରେ ଗୋଟିଏ…
Archives


