ଅନ୍ତର୍ଜାତୀୟ

ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଲା ୩ ସର୍ତ୍ତ: ନ ମାନିଲେ ସାରା ବିଶ୍ୱରେ ପଡ଼ିବ ପ୍ରଭାବ

ମସ୍କୋ,୧୨।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ୧୩ ଦିନ ଧରି ଚାଲିଛି। କିନ୍ତୁ ଏହା ବନ୍ଦ ହେବାର କୌଣସି ସଙ୍କେତ ନାହିଁ। ସମଗ୍ର ମଧ୍ୟପ୍ରାଚ୍ୟରେ ଇରାନର ଆକ୍ରମଣ ଜାରି ରହିଛି ଏବଂ ହୋର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ଦ୍ୱାରା ତେଲ…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ ଭାଟିଆ ସାମ୍ୱାଦିକମାନଙ୍କୁ କହିଛନ୍ତି ଯେ, ଘରୋଇ ଉତ୍ପାଦନ ଆବଶ୍ୟକତାକୁ ଆଧାର କରି, ସରକାର…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ଏହି ପଦକ୍ଷେପକୁ ପ୍ରଶଂସା କରିଛି, ଭାରତକୁ ଏକ “ମହାନ ଅଂଶୀଦାର”…

ଭାରତକୁ ବଡ଼ ଝଟ୍‌କା ଦେବ ଆମେରିକା: ଆରମ୍ଭ ହୋଇଗଲା…

ଓ୍ବାଶିଂଟନ୍‌,୧୨।୩: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଦେଶୀ ଶିଳ୍ପ ଉତ୍ପାଦନ ଉପରେ ଏକ ନୂତନ ବାଣିଜ୍ୟ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ସୁପ୍ରିମକୋର୍ଟ ଏକ ଆର୍ଥିକ ଜରୁରୀକାଳୀନ ପରିସ୍ଥିତିକୁ ନଜରରେ ରଖି ଟ୍ରମ୍ପଙ୍କ ପୂର୍ବ ଆମଦାନୀ ଶୁଳ୍କକୁ ପ୍ରତ୍ୟାହାର…

ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌ ଆକ୍ରମଣ କରୁଥିବାରୁ ବିଭିନ୍ନ ଦେଶରେ ତୈଳ ଓ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି।…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଦେଶର ସୁପ୍ରିମ ଲିଡରଙ୍କୁ ହତ୍ୟା…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ ଏବେ ଖୋଲାଖୋଲି ଭାବେ ଇରାନକୁ ସମର୍ଥନ ଜଣାଇଛି। ତୁର୍କୀ ରାଷ୍ଟ୍ରପତି ରେସେପ ତାଇପ୍‌…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ ପକ୍ଷ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏହାପରେ ଉପସାଗରୀୟ ଦେଶଗୁଡିକରେ ରହିଥିବା ପ୍ରାୟ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ ତୈଳ ବିଶୋଧନାଗାର ନିର୍ମାଣ ପାଇଁ $୩୦୦ ବିଲିୟନର (ପ୍ରାୟ ୨୫ ଲକ୍ଷ କୋଟି…

ସାହାଯ୍ୟ କରୁଥିଲା ପାକିସ୍ତାନ, ଶେହବାଜଙ୍କୁ ଆଖି ଦେଖାଇଲା ଇରାନ

ଇସଲାମବାଦ,୧୧।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କଥା ହୋଇଛନ୍ତି। ପେଜେଶକିୟାନ ଇରାନ ଉପରେ ବିମାନ ଆକ୍ରମଣର କାରଣ ତଦନ୍ତ କରିବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ବିଶ୍ୱ ସଂଗଠନଗୁଡ଼ିକୁ ଅନୁରୋଧ…

ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌ରେ ଥାଇଲାଣ୍ଡ ଜାହାଜ ଉପରକୁ ଆକ୍ରମଣ, ୨୩ କ୍ରୁ ମେମ୍ବର…

ନୂଆଦିଲ୍ଲୀ,୧୧।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ସଂଘର୍ଷ ମଧ୍ୟରେ ଇରାନ ହୋର୍ମୁଜ୍ ଷ୍ଟ୍ରେଟ ଉପରେ ନଜର ରଖିଛି। ବୁଧବାର ଦିନ ଇରାନ ହର୍ମୁଜ୍ ଷ୍ଟ୍ରେଟରେ ଏକ ଥାଇଲାଣ୍ଡ ମାଲବାହୀ…

ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ; ଭାଙ୍ଗିଲା ନୋଜ୍ ଗିୟର, ୧୩୩ ଯାତ୍ରୀ…..

ନୂଆଦିଲ୍ଲୀ,୧୧ା୩: ବୁଧବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ ।ବିମାନ IX ୯୩୮ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ବିମାନର ନୋଜ ହ୍ବିଲ ଭାଙ୍ଗିଯିବାରୁ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri