ଅନ୍ତର୍ଜାତୀୟ

ଏକାଠି ହେଲେ ମୋଦି-ପୁଟିନ-ଜିନପିଙ୍ଗ, ଟ୍ରମ୍ପଙ୍କୁ ବଡ଼ ଚ୍ୟାଲେଞ୍ଜ!

ତିଆନଜେନ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO)ର 25ତମ ଶିଖର ସମ୍ମିଳନୀ ଚାଇନାର ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହି ଶିଖର ସମ୍ମିଳନୀ କେବଳ 25ତମ ବୈଠକ ନୁହେଁ, ବରଂ ଏହି ଶିଖର ସମ୍ମିଳନୀ ଆମେରିକାର ଏକଚାଟିଆତା ଏବଂ ଚାପ ବିରୁଦ୍ଧରେ…

ଚାଇନାରେ ମୋଦି, ଜିନପିଙ୍ଗଙ୍କ ସହ ହେବ ବଡ଼ ଡିଲ୍‌!

ତିଆନଜିନ, ୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଛନ୍ତି। ଆଜି ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ଏବଂ ଶାଙ୍ଘାଇ ସହଯୋଗ ସଂଗଠନ (SCO) ଶିଖର ବୈଠକରେ ଭାଗ ନେବେ। ଏହି…

ଭାରତ ଆସିବେନି ଟ୍ରମ୍ପ୍‌

ନ୍ୟୁୟର୍କ,୩୧ା୮: ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍‌ ସମିଟ୍‌ରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆଦିଲ୍ଲୀ ଗସ୍ତରେ ଆସିବାର ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏଭଳି ଖବର ପ୍ରକାଶ ପାଇଛି।…

ମୋଦିଙ୍କ ଚାଇନା ଗସ୍ତକୁ ଦେଖି ଛାନିଆ ଟ୍ରମ୍ପ! ରଦ୍ଦ କଲେ ଭାରତ ଗସ୍ତ

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବର୍ଷ ଶେଷ ଭାଗରେ କ୍ୱାଡ ଶିଖର ସମ୍ମିଳନୀ ପାଇଁ ଆଉ ଭାରତ ଗସ୍ତ କରିବାର ଯୋଜନା କରୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ ଗତ କିଛି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି…

‘ଭାରତକୁ ଚାଇନା ସହ ଯିବାକୁ ବାଧ୍ୟ କରାଯାଉଛି,’ ଟ୍ରମ୍ପଙ୍କ ଉପରେ ରାଗିଲେ ପୂର୍ବତନ NSA

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ତାଙ୍କ ନିଜ ଦେଶରେ ବିରୋଧ କରାଯାଉଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜ୍ୟାକ ସୁଲିଭାନ କହିଛନ୍ତି ଯେ ରାଷ୍ଟ୍ରପତି…

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହୁଥି ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ

ଜେରୁଜେଲମ,୩୦।୮: ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ହୁଥି ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ହୋଇଛି। ୟେମେନର ହୁଥି ବିଦ୍ରୋହୀମାନେ ଶନିବାର (ଅଗଷ୍ଟ ୩୦, ୨୦୨୫) ଆକ୍ରମଣରେ ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଇରାନ-ସମର୍ଥିତ ହୁଥି…

ଫୋନ୍‌ରେ ଟ୍ରମ୍ପ କହିଲେ ଏମିତି କଥା, ରାଗିଗଲେ ମୋଦି, ସେହିଦିନଠାରୁ ବଢ଼ିଛି ତିକ୍ତତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦ା୮: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏବେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି, ସେ…

ଜେଲନସ୍କିଙ୍କ ସହ କଥା ହେଲେ ମୋଦି, ଜାଣନ୍ତୁ କ’ଣ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନୀୟ ସମ୍ପ୍ରତି ଘଟିଥିବା ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ…

ବିଧାୟକଙ୍କ ଦରମାକୁ ନେଇ ହଙ୍ଗାମା, ବିଧାନସଭାରେ ଲଗାଇଲେ ନିଆଁ, ୩ ମୃତ

ଜାକର୍ତ୍ତା,୩୦।୮: ଇଣ୍ଡୋନେସିଆରେ ଅଶାନ୍ତ ଜନତା ତିନୋଟି ପ୍ରଦେଶର ବିଧାନସଭା କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ପଶ୍ଚିମ ନୁସା ତେଙ୍ଗାରା, ପେକାଲୋଙ୍ଗାନ ଏବଂ ସିରେବନ ବିଧାନସଭା କୋଠାରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ…

ମୋଦିଙ୍କ ଚାଇନା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ, ରହିଛି ସାରା ବିଶ୍ୱର ନଜର

ବେଜିଂ,୩୦।୮: ସାତ ବର୍ଷରୁ ଅଧିକ ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଚାଇନାରେ ପହଞ୍ଚିଛନ୍ତି। ସାରା ବିଶ୍ୱ ଏହି ଗସ୍ତ ଉପରେ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତକୁ ସାରା ବିଶ୍ୱ ଉତ୍ସାହର…

୭ ବର୍ଷ ପରେ ଚାଇନା ମାଟିରେ ପାଦ ଦେଲେ ମୋଦି, ରେଡ କାର୍ପେଟରେ ଗ୍ରାଣ୍ଡ ଓ୍ବେଲକମ

ବେଜିଂ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୩୦ ଅଗଷ୍ଟ ୨୦୨୫) SCO ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ପହଞ୍ଚିଛନ୍ତି। ଶିଖର ସମ୍ମିଳନୀ ବ୍ୟତୀତ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ପୃଥକ ଦ୍ୱିପାକ୍ଷିକ ଆଲୋଚନା…

ଟ୍ରମ୍ପଙ୍କ ଟାରିଫକୁ ଆମେରିକା କୋର୍ଟ କହିଲା ବେଆଇନ, ଭାରତକୁ ମିଳିବ କି ଲାଭ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୩୦।୮: ଭାରତ ପାଇଁ ଏକ ସମ୍ଭାବ୍ୟ ଆଶ୍ୱସ୍ତି ସ୍ବରୂପ, ଆମେରିକାର ଏକ ଫେଡେରାଲ ଆପିଲ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରିଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଟ୍ରମ୍ପଙ୍କ ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri